ଆସିଲା କୋରାନା ଟୀକା ଗାଇଡ଼ଲାଇନ । ଯାଣନ୍ତୁ କାହାକୁ ମିଳିବ କେମିତି ମିଳିବ ଓ କଣ ଡକୁମେଣ୍ଟ ଦରକାର…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁ ଗଣ କରୁଣ ଟିକା କୁ ନେଇ ଏକ ଖବର ଆସିଛି ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କୋରୋନା ନେଇ ଏକ ବର୍ଷ ହେବ ସାରା ବିଶ୍ଵ ରେ ହାହାକାର ପଡ଼ିଯାଇଥିଲା । ତେବେ କରାେନା ଟିକା ଟିକା କୁ ସାରା ବିଶ୍ଵ ବସି ଅପେକ୍ଷା କରି ରହିଥିଲେ ଏବଂ କରୋନାଏ ଟିକା ର ସଫଳ ପରୀକ୍ଷଣ ହେବା ପରେ ଏବେ ମାର୍କେଟ ରେ ଏହି ଟିକ ଉପଲବ୍ଧ ହେଇଛି । ଏଥି ସହ ଏହା ଓଡ଼ିଶା ରେ ବି ଉପଲବ୍ଧ ହେଇଚି । ତେବେ ଭାରତ ରେ କାରୋନା ଟିକା ନେବା ପାଇଁ କିଛି ଗାଇଡ ଲାଇନ ରଖା ଯାଇଛି ।ତେବେ ଆସନ୍ତୁ ଜାଣିବା କଣ ଗାଇଡ ଲାଇନ ରହିଛି।

ଟିକା ପ୍ରଦାନ ନେଇ ଗାଇଡ ଲାଇନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

୧- କେବଳ ପୂର୍ବ ପଞ୍ଜିକୃତ କରିଥିବା ଲୋକ ଙ୍କୁ ଟିକା ମିଳିବ  ୨- ଟିକା ପାଇଁ Co-win ଆପ୍ ରେ ପଞ୍ଜିକରଣ କରିବାକୁ ପଡ଼ିବ। ୩- ପଞ୍ଜିକରଣ ପାଇଁ ପରିଚୟ ପତ୍ର ନିହାତି ଆବଶ୍ୟକ। ଭୋଟର କାର୍ଡ, ଆଧାର , ଡିଲ୍,ଆଦି ପରିଚୟ ପତ୍ର ନିହାତି ଆବଶ୍ୟକ। ୪- ଟୀକାକରଣ କେନ୍ଦ୍ର ରେ କେବଳ ପୂର୍ବ ପଞ୍ଜିକୃତ ଲୁକଙ୍କୁ ମିଳିବ ଟିକା ୫- ଜଣେ ଟିକା ନବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ମେଡିକାଲ୍ ଟିମ୍ ଅନୁଧ୍ୟାନ କରିବେ । ୬- ପ୍ରଥମ ୩୦ କୋଟି ଲୋକଙ୍କୁ ୬୦ କୋଟି ଡୋଜ୍ ଆବଶ୍ୟକ । ୭- ୬୦ କୋଟି ଟିକା ଡୋଜ ଦେବାକୁ ନିର୍ବାଚନ ବିଗ୍ରେଡ୍ ଲଗାଯିବ । ୮- ସ୍ବାସ୍ଥ୍ୟକର୍ମୀ ଏବଂ ସାମୁଖ୍ୟ କର୍ମୀ ଙ୍କୁ ପ୍ରଥମେ ଟିକା ମିଳିବ। ୯- ଏଥି ପାଇଁ ୧୨ ପ୍ରକାର ର ପରିଚୟ ପତ୍ର ରେ ଆବେଦନ କରିପାରିବେ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *