ଆସିଲା ଝରା ଫୁଲ ର ପୋଷ୍ଟମଟମ ରିପୋର୍ଟ । ହେଲା ସବୁ ର ଖୁଲାସା…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆସିଲା ଝରା ଫୁଲ ର ବ୍ୟବଚ୍ଛେଦ ରିପୋ୍ଟ । ଯାହାର ସମ୍ପୂର୍ଣ ଖବର ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

କିଛି ଦିନ ତଳେ ସାରା ଓଡ଼ିଶା ବାସୀଙ୍କ ଚର୍ଚ୍ଚା ରେ ଥିବା ସେହି ଝାରଫୁଲ ର ମୃତ୍ୟୁ ର ରହସ୍ୟ ।  ପ୍ରକୃତରେ ତାଙ୍କର ମୃତ୍ୟୁ କେମିତି ହେଲା । ତାଙ୍କୁ ହତ୍ୟା କରାଯାଇଛି  ନା ଅନ୍ୟ କିଛି ଯାହା ରହସ୍ୟ ମଧ୍ୟ ରେ ରହିଛି । 

 

ବହୁଚର୍ଚ୍ଚିତ ରମାଦେବୀ ବିଶ୍ଵବିଦ୍ୟାଳୟ ର ଛାତ୍ରୀ ଝରା ଫୁଲ ର ମୃତ୍ୟୁ ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି ତଦନ୍ତ କରି ପୋଲିସ ପାଖକୁ ଆସିଛି । ପୋଲିସ କୁ ମିଳିଛି ଚାଞ୍ଚଲ୍ୟ କର ତଥ୍ୟ କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ମୁହଁ ଖୋଲି ନାହିଁ। କିନ୍ତୁ ବିଶ୍ୱତ ସୂତ୍ର ରୁ ମିଳିଥିବା ଖବର ଅନୁସାରେ ଝରା ଫୁଲ ଙ୍କ ର ବିଳମ୍ବିତ ରାତି ରେ ମୃତ୍ୟୁ ହେଇଥିଲା । ଅର୍ଥାତ୍ ଓଏ ଗେଷ୍ଟ ହାଉସ ରେ ଜୀବନ ଯାଇଛି । ତାଙ୍କ ମୃତ୍ୟୁ ବେଳେ ପାଟି ଆଉ ନାକ ରୁ ଫେଣ ବାହାରୁଥିଲା । ତାଙ୍କ ଦେହ ରେ କୌଣସି ଖ୍ୟାତ ଚିହ୍ନ ନାହିଁ । ଯାହା କୁହା ଯାଉଚି ଖାଦ୍ୟ ରେ ବିଷ ଦିଆ ଯାଇଥାଇପରେ କିମ୍ବା କୌଣସି ଫୁଡ ପୟଜନ୍ ହୋଇଥାଇପାରେ। ନିଶା ଦ୍ରବ୍ୟ ଜନିତ ପୟଜନ୍ ବୋଲି କୁହାଯାଉଛି ।

 

ଝରା ଫୁଲ କୌଣସି ଉତ୍ତେଜନା ଔଷଧ କିମ୍ବା ନିଶା ଦ୍ରବ୍ୟ ର ପାର୍ଷ ପ୍ରତିକ୍ରିୟା ବୋଲି ବ୍ୟବଚ୍ଛେଦ ରିପୋର୍ଟ ରୁ ଯାହା ଜଣା ପଡୁଛି । ଅଧିକ ତଦନ୍ତ ପରେ ସବୁ ତଥ୍ୟ ବହୁ ଶୀଘ୍ର ପଦାକୁ ଆସିଯିବ। ପୋଲିସ ଆହୁରି ତଥ୍ୟ ପାଇଛି ସେ ଦିନ ଖଣ୍ଡଗିରି ରେ ଆଉ କିଏ କିଏ ଥିଲେ ଅବିଯୋକ୍ତ ଙ୍କୁ ଧରିବା ପାଇଁ ତନାଘନା ଚାଲିଛି। ଯାହା ସେ ମାନେ ଝରା ଫୁଲ ସହ କଣ କରିଛନ୍ତି ତାହା ଜଣା ପଡ଼ିବ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *