ଆସିଲା ଝରା ଫୁଲ ର ଫାଇନାଲ ପୋଷ୍ଟ – ମଟମ ରିପୋର୍ଟ । ସତ ଶୁଣିଲେ ମୁଣ୍ଡ ଘୁରେଇ ଦେବ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ଆଜି ଆମେ ଜାଣିବା ଝରା ଫୁଲ ମୃତ୍ୟୁ ର ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ। ତେବେ ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଝରା ଫୁଲ କୁ ହତ୍ୟା କରିଛି କି ରାକେଶ କାରଣ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହେଇଥିବାର ଉଲ୍ଲେଖ କରାଯାଇଛି। ତେବେ ସାରା ରାଜ୍ୟ କୁ ଦୁହୁଲାଇ ଦେଇଥିବା ରମାଦେବୀ ବିଶ୍ଵବିଦ୍ୟାଳୟ ଛାତ୍ରୀ ଝରା ଫୁଲ ର ମୃତ୍ୟୁ ଘଟଣା ର ସରକାରୀ ମୁଖ୍ୟ ଆସାମୀ ରାକେଶ ସ୍ୱାଇଁ ଉପରେ ସବୁଠାରୁ ବଡ଼ ପ୍ରଶ୍ନ । ଝରା ଫୁଲ ଙ୍କୁ ଭଲ ପାଇ ବିଶ୍ବାସଘାତତା କରିଛି କି ରାକେଶ । ହୋଟେଲ୍ ରୁମ୍ ଭିତରେ ନିରୀହ ଝରା ଫୁଲ କୁ ହତ୍ୟା କରିଛି କି ରାକେଶ। ଏମିତି ଅନେକ ପ୍ରଶ୍ନ ରାକେଶ ଚାରିପାଖେ ଘୁରିବୁଲୁଚି ।

 

ରିମାଣ୍ଡ ଅବଧି ସରିବା ପରେ ରାକେଶ କୁ ଜେଲ୍ କୁ ପଠେଇ ଦିଆ ଯାଇଛି । ଅନ୍ୟ ପଟେ ୩ ଦିନ ରିମାଣ୍ଡ ରେ ରଖିବା ପରେ ପୋଲିସ କହିଛି ରିମାଣ୍ଡ ର ଆହୁ ଆବଶ୍ୟକ ନାହିଁ । କାରଣ ପୋଲିସ ରାକେଶ ଠାରୁ ସବୁ ସତ ପାଇଯାଇଛି କିନ୍ତୁ ଗଣମାଧ୍ୟମ ଆଗରେ କହିବୁ କିଛି ଉତ୍ତର ରଖି ନାହିଁ ।

 

କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି କି ଝରା ଫୁଲ ର ମୃତ୍ୟୁ ଶ୍ୱାସରୁଦ୍ଧ ହେଇ ହେଇଚି । ତେବେ ହୋଟେଲ୍ ରୁମ୍ ଭିତରେ ରାକେଶ ଆଉ ଝରା ଫୁଲ ସେହି ରାତି ରେ ଥିଲେ ଯଦି ଏହା ସତ୍ୟ ତାହାଲେ ଏହା ଏକ ହତ୍ୟା କାଣ୍ଡ ଏବଂ ରାକେଶ ସ୍ୱାଇଁ ହେଉଛନ୍ତି ଦୂଷି।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *