ଆସିଲା ବଡ ବାତ୍ୟା । ଜାରି ହେଲା ସତର୍କ ସୂଚନା ଏହି ସବୁ ଜିଲ୍ଲା କୁ । ଆସନ୍ତୁ ଜାଣିବା ଆପଣଙ୍କ ଜିଲ୍ଲା ନାହିତ !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ବାତ୍ୟା ବିଷୟରେ ଆସନ୍ତୁ ଜାଣିବା । ଏହି ଖବର ଟି କୁ ଆପଣ ମୂଳରୁ ସେସ ପର୍ଯନ୍ତ ପଢିଲେ ସମ୍ପୂର୍ଣ ଜାଣିପାରିବେ ।

ଆପଣ ମାନେ ଜାଣିଥିବେ ଯେ ବାତ୍ୟା ଆସିଲା ମାନେ ସମୁଦ୍ର ଉପକୂଳ ଏରିଆ ଲୋକମାନେ କିପରି ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ପ୍ରତି ବର୍ଷ ଅକ୍ଟୋବର ମାସରେ ବାତ୍ୟା ହୋଇଥାଏ କିନ୍ତୁ ଏ ଥର ଅକ୍ଟୋବର ଗଡି ଯାଇଥିଲେ ମଧ୍ୟ ନଭେମ୍ବର ଏହା ହେବାକୁ ଯାଉଛି । ଏହି ବାତ୍ୟା ପାଣ୍ଡୁଚେରୀ ଓ ତାମିଲନାଡୁ ଦେଇ ଉପକୂଳ ରେ ଗତି କରିବ । ଏହାର ପ୍ରଭାବ ରେ ଓଡିଶା ଉପରେ ନିଶ୍ଚିତ ରୂପରେ ପଡିବ…

 

ଏହାର ପ୍ରଭାବ ରେ କୋରାପୁଟ ଓ ରାୟଗଡା, ଗଜପତି ,କନ୍ଧମାଳ,ନବରଙ୍ଗପୁର,କଳାହାଣ୍ଡି, ମାଲକାନଗିରି ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବାର ପୂର୍ବାନୁମାନ କରାଯାଇ ଏହି ସବୁ ଜିଲ୍ଲା କୁ ୟେଲୋ ୟର୍ନିଂ ଜାରି କରାଯାଇଛି । ଏହି ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନ ଅଛି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *