ଆସିଲା ଭୟଙ୍କର ଖବର । ପରିର ମା ବାପା ନେଇ ଆସିଲା ବଡ଼…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆପଣ ମାନେ ଜାଣିଥିବେ ନୟାଗଡ ର ଯଦୁପୁର ଗା ର ପରି ହତ୍ୟା କାଣ୍ଡ କୁ ନେଇ ଓଡ଼ିଶା ସହ ଦେଶ ର ରାଜନୀତି ପାଣିପାଗ ଗରମ୍ ଅଛି ଏହାରି ଭିତରେ ପରି ହତ୍ୟା କାଣ୍ଡ ର ନୂଆ ଏକ ଘଟଣା ସାମ୍ନା କୁ ଆସିଛି। ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ୭ ମାସ ହେବା ଯଦୁପୁର ର ପରି ହତ୍ୟା ଘଟଣା କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ସାମ୍ନା କୁ ଆସିଛି ଏବଂ ତାଙ୍କ ବାପା ମା ଏହି ହତ୍ୟା କାଣ୍ଡ ର ମୁଖ୍ୟ ଆସାମୀ ବାବୁଲି ନାୟକ ବୋଲି କହି ଆସୁଛି କିନ୍ତୁ ଏସାଇଟି ତଦନ୍ତୁ ରୁ ଯାହା ଜଣା ପଡିଲା ସେହି ଗାଁ ର ସରୋଜ ସେଠି ହେଉଛି ମୁଖ୍ୟ ଆସାମୀ କିନ୍ତୁ ତାଙ୍କ ବାପା ମା ଙ୍କ କଥା ଅନୁସାରେ ବାବୁଲି ନାୟକ ଏହି ଘଟଣା ର ମୁଖ୍ୟ ଆସାମୀ । ବାବୁଲି ନାୟକ କୁ ଦୁସୀ କହିବା ପଛରେ କିଛି ବିରୁଧୀ ଦଳ ର ରାଜନୈତିକ ଚକ୍ରାନ୍ତ ଥାଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହଉଚି ଏହାରି ଭିତରେ ତାଙ୍କ ବାପା ମା ଙ୍କୁ ନେଇ ନୂଆ ଏକ ଭିଡିଓ ସାମ୍ନା କୁ ଆସିଛି ।

 

ତାଙ୍କ ବାପା ମା ଙ୍କ କହିବା କଥା କିଛି ରାଜନୀତିକ ଦଳ ଏବଂ କିଛି ଟିଭି ଚେନାଲ ବାଲା ତାଙ୍କୁ ତାଙ୍କ ଅନୁସାରେ କହିବାକୁ କହୁଥିଲେ ଏବଂ ଏବେ ବି ପରି ର ବାପା ମା କନ୍ ଫିଉଜ ଅଛନ୍ତି ଦୁଷି କିଏ । ସେ ତାଙ୍କ ଝିଅ କୁ ନ୍ୟାୟ ପାଇଁ ଶେଷ ଯାଏ ଲଢି ବେ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *