ଆସିଲା ରାନୀ ପଣ୍ଡା ଙ୍କ ନୂଆ ଡ୍ୟାନ୍ସ ଭିଡ଼ିଓ….. ସବୁ ଖୋଲି ଦେଖେଇଦେଲେ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଦେଖିବା ରାଣୀ ପଣ୍ଡା ଙ୍କ ନୂଆ ହଟ ଡ୍ୟାନ୍ସ ଆସନ୍ତୁ ଦେଖିବା ପୂର୍ବରୁ କିଛି ଜାଣିବା ଆସ….

ରାନୀ ପଣ୍ଡା ଓଡିଶା ର ଜଣେ ଚର୍ଚ୍ଚିତ ଚେହେରା ସେ ସବୁବେଳେ ଚର୍ଚା ରେ ରହିଥାନ୍ତି କେତେବେଳେ ଅସିଳ ଡ୍ୟାନ୍ସ ତ କେତେବେଳେ ନିଜ ର ବାକ୍ୟ କୁ ନେଇ ଖାଲି ସେତିକି ନୁହଁ ରାଣୀ ପଣ୍ଡା ଜଣେ ଭଲ ହୃଦୟ ଥିବା ନାରୀ ମଧ୍ୟ ଯାହାର ପ୍ରମାଣ ସେ କରନା ସମୟ ରେ ବହୁତ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି ମଧ୍ୟ ଆସନ୍ତୁ ଆଗକୁ ଯିବା ଆଜିର ବିଷୟ ଉପରେ

ଆଜି ଆପଣ ମାନେ ଯେଉଁ ଡ୍ୟାନ୍ସ ଦେଖିବାକୁ ଯାଉଛନ୍ତି ସେ ହେଉଛି ଏକ ଫିଲ୍ମ ଡ୍ୟାନ୍ସ ସୁଟ ବେଳେ ର ଦୁର୍ଷ୍ୟ ଫିଲ୍ମ ଟି ହେଉଛି ଦିଲ କରେ ଘୁଟୁରୁ ଘୁଟୁରୁ ଘୁ ଏହାର ଆଇଟମ ଡ୍ୟାନ୍ସ ଆସନ୍ତୁ ଦେଖିବା….

ଯଦି ଆପଣ ଙ୍କୁ ଆମର ଏହି ଖବର ଭଲ ଲାଗିଲା ତାହେଲେ ଗୋଟିଏ ଲାଇକ ତଳେ କରନ୍ତୁ ଓ ଗୋଟିଏ ସେୟାର ମଧ୍ୟ କରନ୍ତୁ…. ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *