ଆସିଲା ରେଟ ଚାର୍ଟ । କେତେ ଟଙ୍କା ରେ ମିଳିବ କରୋନା ଟୀକା,ଟୀକା ତିଆରି କରୁଥିବା ସଂସ୍ଥା ଦେଲା ସମ୍ପୂର୍ଣ୍ଣ ତଥ୍ୟ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କରୋନା ଟୀକା କୁ ନେଇ ଟୀକା ସଂସ୍ଥା ଦେଇଥିବା ରେଟ ଚାର୍ଟ ବିଷୟରେ କହିବାକୁ ଯାଉଛି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ବର୍ଦ୍ଧିତ କରନା କୁ ଦୃଷ୍ଟି ରେ ରଖି ବିଭିନ୍ନ ସ୍ଥାନ ରେ ଲୋକମାନେ ସଚେତନ ହୋଇ ଟୀକା ନେଉଛନ୍ତି । ଯାହା ଫଳରେ ଟୀକା ର ଘୋର ଅଭାବ ଦେଖା ଦେଉଛି । ତେବେ ଯାହା ଫଳରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଟୀକା କ୍ରୟ କରି ନେବାକୁ ମଧ୍ୟ କହି ସାରିଲେଣି । 

 

ତେବେ ଆପଣ ମାନଙ୍କ ମଧ୍ୟରେ ଏହି ଟୀକା କୁ ନେଇ କେତେ ଟଙ୍କା ରେ ପାଇବେ ସେ ନେଇ ଚିନ୍ତିତ ଥିବେ। ତେବେ ବର୍ତ୍ତମାନ ସମୟରେ ସିରମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ମୁଖ୍ୟ ଆଦିର ପୁନରର୍ବାଲା ଏ ନେଇ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି । ତେବେ ତାଙ୍କ କହିବା ଅନୁସାରେ , ଟୀକା କୁ କେନ୍ଦ୍ର କୁ ୧୫୦ ଟଙ୍କା ରାଜ୍ୟ କୁ ୪୦୦ ଏବଂ ବେସରକାରୀ ମେଡିକାଲ ମାନେ  ୬୦୦ ଟଙ୍କା ଦେଇ ନେଇ ପାରିବେ । 

 

ତେବେ ଯଦି ରାଜ୍ୟ ଟୀକା ବିକ୍ରୟ କରେ ତେବେ ଏହା କେବଳ ୪୦୦ ଟଙ୍କା ରେ ମିଳିଯିବ । କିନ୍ତୁ କୌଣସି ବେସରକାରୀ ମେଡିକାଲ ସଂସ୍ଥା ରୁ ଟୀକା କ୍ରୟ ୧୦୦୦ ପରେ ରହିବାର ସୂଚନା ମିଳୁଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *