ଆସିଲା ଷଡଯନ୍ତ୍ର ର ସ୍ପଷ୍ଟ ପ୍ରମାଣ ! ଦେଖନ୍ତୁ କଣ ମିଳିଲା ପ୍ରମାଣ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଦ୍ୟା ଭାରତୀ ଙ୍କ ହାତ ରେ ପୋଡା ଦାଗ କୁ ନେଇ ଛାଡିଥିବା ଫଟୋ ପାଇଁ କଣ ବୟାନ ଦେଇଛନ୍ତି ?  ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଡି.ଏଫ୍.ଓ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ଘଟଣା ଧୀରେ ଧୀରେ ବହୁତ୍ ଗଭୀର କୁ ଯାଉଛି ଓ ବହୁତ୍  ରୋମାଞ୍ଚକ ହୋଇ ଯାଉଛି । ଏହି କଥା ଟି କୁ ଯେତିକି ଯାଞ୍ଚ କରା ଯାଉଛି ସେତିକି ସେତିକି ଗୁମର ଫିଟି ଚାଲିଛି । ସମ୍ୟ ରଞ୍ଜନ ଓ  ବିଦ୍ୟଭାରତି ଉଭୟ ପତି ଓ ପତ୍ନୀ ଥିଲେ । ଉଭୟ ମଧ୍ୟ ଘର ଲୋକ ଙ୍କ ରାଜି ରେ ବିବାହ କରିଥିଲେ । ହେଲେ ବିବାହର ବର୍ଷେ ବିତିଛି କି ନାହିଁ ସୌମ୍ୟ ରଞ୍ଜନ ମୃତ୍ୟୁ ବରଣ କରିଛନ୍ତି । ଯେମିତି ଲାଗିଛି କି ତାଙ୍କ ମୃତ୍ୟୁ ଟି ଖୁବ୍ ରହସ୍ୟ ମୟ ।ତାଙ୍କ ମୃତ୍ୟୁ ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି ସେ ପାରଳା ଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ପୋଲିସ ତଦନ୍ତ ଅନୁସାରେ ଯାହା ଜଣା ପଡ଼ିଛି ସମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟଭାରତି ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି । ଯେଉଁଥିରେ ଜଣା ପଡୁଛି ବିଦ୍ୟଭାରତି କମ୍ ବୟସ୍କ ହୋଇଥିବାରୁ ତାଙ୍କର ପାଠ ପଢ଼ିବା ପାଇଁ ଇଚ୍ଛା ଥିଲା ସେଥି ପାଇଁ ସେ ସମ୍ୟ ରଞ୍ଜନ ଙ୍କୁ କହିଥିଲେ ଏହି ବିବାହ ବାପା ଙ୍କୁ କହି ବନ୍ଦ କରିଦିଅ ହେଲେ  ସମ୍ୟ  ସେମିତି କିଛି କରି ନଥିଲେ । 

 

ତା ପରେ ବିବାହ ହୋଇଥିଲା ଓ ସମ୍ୟ ରଞ୍ଜନ ବିଦ୍ୟଭାରତି ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ । ଯାହା ସେ ତାଙ୍କ ମାଇଁ ଙ୍କୁ କହିଥିଲେ । ତା ପରେ ପରେ ମୃତ୍ୟୁ ପୂର୍ବରୁ ସୌମ୍ୟ ଙ୍କ ବୟାନ ଥିଲା ସେ ବହି ପଢୁଥିଲେ ଓ ଆଉ ଗୋଟିଏ ବହି ଆଣିବା ପାଇଁ ଯାଇଥିଲେ ତା ପରେ କିରୋସିନ ବୋତଲ ଗଲେ ପଡ଼ି ହଠାତ୍ ନିଆଁ ଲାଗିଯାଇଥିଲା । ହେଲେ ଏବେ ଏବେ ତାଙ୍କ ସ୍ତ୍ରୀ ଓ ତାଙ୍କ ମଧ୍ୟ ରେ ହେଉଥିବା ସନ୍ଧେହ ଘଟଣା ର ଏକ ସ୍ଵର ରେକର୍ଡ ଚର୍ଚ୍ଚିତ ବିଷୟ ବସ୍ତୁ ସାଜିଛି ।  ଏହି ସମ୍ବନ୍ଧ ରେ ପୋଲିସ ତାର ଯାଞ୍ଚ ଜାରି ରଖିଛି । ସୌମ୍ୟ ଙ୍କ ମୃତ୍ୟୁ ପରେ ପରେ ଯେତିକି ତଦନ୍ତ ହେଉଛି ତା ଠୁ ଅଧିକ ଗୋଟିଏ ଗୋଟିଏ ଗୁମର ଫିଟୁଛି । ଏବେ ସୌମ୍ୟ ମୃତ୍ୟୁ ନେଇ ସୌମ୍ୟ ଙ୍କ ମାଆ ତାଙ୍କ ବୋହୂ ବିଦ୍ୟାଭାରତୀ ଙ୍କୁ ସନ୍ଦେହ କରିବା ଆରମ୍ଭ କରି ଦେଇଛନ୍ତି । 

 

ତା ପରେ ପରେ ସୌମ୍ୟ ଙ୍କ ସ୍ତ୍ରୀ ଙ୍କୁ ନେଇ ବହୁତ୍ କିଛି କଥା ଉଠିଥିଲା ଯାହା କୁ ନେଇ ସେ ମିଡ଼ିଆ ଆଗରେ ବୟାନ ରଖିଥିଲେ ଏହା ଏମିତି ହୋଇଥିଲା ସେମିତି ହୋଇ ନଥିଲା ।  ଏବେ କଥା ଆସିଛି କି ସୌମ୍ୟ ଙ୍କ ସ୍ତ୍ରୀ ନିଜେ ସୋସିଆଲ ମିଡିଆରେ କିଛି ହାତ ରେ ପୁଡା ଦାଗ ର ଫଟୋ ଛାଡିଥିଲେ ଓ ତାହା ଅନୁସନ୍ଧାନ କରିବା ପରେ ଯାହା ଜଣା ପଡ଼ିଛି ଏ ସବୁ କିଛି ଫେକ ଥିଲା । ସେ ଏହି ସବୁ କଥା କୁ କଣ ପାଇଁ  ଏପରି ନୂଆ ନୂଆ ଫ୍ୟାକ ଘଟଣା ତିଆରି କରୁଛନ୍ତି ସେହି ସବୁ ସମ୍ବନ୍ଧ ରେ ପୋଲିସ ନିଜର ତଦନ୍ତ ଜାରି ରଖିଛି । ତଦନ୍ତ ର କେଉଁ ଦିଗ କୁ ଅନୁସନ୍ଧାନ କରା ଯିବ ତାହା ଆମେ ପରେ ଜାଣିବା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *