ଆସିଲା RBI ର ନୂଆ ନିଅମ । ଆଉ ବ୍ୟବହାର କରି ପାରିବେନି ଗୋଟିଏ ରୁ ଅଧିକ କାର୍ଡ…..

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆଜି ଆମେ ଜାନୁଆରୀ ପହିଲା ରୁ ବେଙ୍କିଂ ନିୟମ କୁ ନେଇ କିଛି ନୂଆ ପରିବର୍ତନ ହେବାକୁ ଯାଉଛି । ଖବର ପୁରା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ଆସନ୍ତା ଜାନୁଆରୀ ପହିଲା ରୁ RBI ନୂଆ ଗାଇଡ ଲାଇନ ନେଇ ଆସୁଚି ବେଙ୍କ ସେବାରେ କିଛି ପରିବର୍ତନ ହେବାକୁ ଯାଉଚି । ଯାହା କଂଟାକ୍ଟ୍ ସେଲ୍ ଦେବିଟ୍ ଏବଂ କ୍ରେଡିଟ କାଡ କୁ ନେଇ ନୂଆ ନିୟମ ଜାରି କରିଛି RBI । ଗଭନର ଶକ୍ତି କାନ୍ତ ଦାସ କହିଛନ୍ତି କ୍ରେଡିଟ ଅବା ଦେବିତ୍ କାର୍ଡ ରେ ପେମେଣ୍ଟ କଲାବେଳେ ପିନ୍ ର ଆବଶ୍ୟକତା ପଡ଼ିବ ନାହିଁ । ଯାହା ଦ୍ଵାରା ସପିଂ କଲା ବେଳେ ଗ୍ରାହକ ଅସୁବିଧାରେ ପଡିବେ ନାହିଁ ଏହି ବେବସ୍ତା ଓ୍ୱାନ୍ ନେସନ୍ ୱାନ୍ କାର୍ଡ ସ୍କିମ ଜରିଆ ରେ ଲାଗୁ ହେଇଛି ।

 

ଏହି ସ୍କିମ୍ ହେବା ଦ୍ବାରା ଆଉ ପକେଟ୍ ରେ ରଖିବାକୁ ପଡ଼ିବନି ମାଳ ମାଳ ମନି କାର୍ଡ । ମାଳ ମାଳ କ୍ରେଡିଟ , ଡେବିତ୍ ଏବଂ ଏଟିମ୍ କାର୍ଡ ରୁ ମିଳିବ ମୁକ୍ତି । ଏସବୁ ବଦଳ ରେ ବେବାହର ହେବ ମାତ୍ରା ଗୋଟିଏ କାର୍ଡ କାରଣ କେନ୍ଦ୍ର ଲାଗୁକରିବ ୱାଁନ ନେସନ ୱାନ କାର୍ଡ ସ୍କୀମ । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ନିୟମ ଲଗୁହେବ । ଭାରତ ରେ ଥିବା ସମସ୍ତ ଛୁଟ ବଡ ଆଞ୍ଚଳିକ ଜାତୀୟ ବେଙ୍କ୍ ରେ ଲଗୁହେବା । ଏଥିରେ ମାଷ୍ଟର କିମ୍ବା ଭିସା କାର୍ଡ କିଛି ରହିବ ନାହିଁ । ଏହା ଦ୍ବାରା ବିଦେଶ ଚାଲିଯାଉଥିବା ଅର୍ଥ ନିଜ ଦେଶ ରେ ରହିବ । ଏହା ଦ୍ବାରା ତ୍ତ୍ରଞ୍ଜେକସନ୍ କଷ୍ଟ ମଧ୍ୟ କମ ରହିବା ଏବଂ କ୍ୟାସ ବେକ୍ ମଧ୍ୟ ରହିବ ଯାହା ଦ୍ଵାରା ଜଣେ ନିମ୍ନ ମାନର ଲୋକ ବି ଏହାକୁ ବେଵହର କରିପାରିବ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *