ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆଜି ଆମେ ଜାନୁଆରୀ ପହିଲା ରୁ ବେଙ୍କିଂ ନିୟମ କୁ ନେଇ କିଛି ନୂଆ ପରିବର୍ତନ ହେବାକୁ ଯାଉଛି । ଖବର ପୁରା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।
ଆସନ୍ତା ଜାନୁଆରୀ ପହିଲା ରୁ RBI ନୂଆ ଗାଇଡ ଲାଇନ ନେଇ ଆସୁଚି ବେଙ୍କ ସେବାରେ କିଛି ପରିବର୍ତନ ହେବାକୁ ଯାଉଚି । ଯାହା କଂଟାକ୍ଟ୍ ସେଲ୍ ଦେବିଟ୍ ଏବଂ କ୍ରେଡିଟ କାଡ କୁ ନେଇ ନୂଆ ନିୟମ ଜାରି କରିଛି RBI । ଗଭନର ଶକ୍ତି କାନ୍ତ ଦାସ କହିଛନ୍ତି କ୍ରେଡିଟ ଅବା ଦେବିତ୍ କାର୍ଡ ରେ ପେମେଣ୍ଟ କଲାବେଳେ ପିନ୍ ର ଆବଶ୍ୟକତା ପଡ଼ିବ ନାହିଁ । ଯାହା ଦ୍ଵାରା ସପିଂ କଲା ବେଳେ ଗ୍ରାହକ ଅସୁବିଧାରେ ପଡିବେ ନାହିଁ ଏହି ବେବସ୍ତା ଓ୍ୱାନ୍ ନେସନ୍ ୱାନ୍ କାର୍ଡ ସ୍କିମ ଜରିଆ ରେ ଲାଗୁ ହେଇଛି ।
ଏହି ସ୍କିମ୍ ହେବା ଦ୍ବାରା ଆଉ ପକେଟ୍ ରେ ରଖିବାକୁ ପଡ଼ିବନି ମାଳ ମାଳ ମନି କାର୍ଡ । ମାଳ ମାଳ କ୍ରେଡିଟ , ଡେବିତ୍ ଏବଂ ଏଟିମ୍ କାର୍ଡ ରୁ ମିଳିବ ମୁକ୍ତି । ଏସବୁ ବଦଳ ରେ ବେବାହର ହେବ ମାତ୍ରା ଗୋଟିଏ କାର୍ଡ କାରଣ କେନ୍ଦ୍ର ଲାଗୁକରିବ ୱାଁନ ନେସନ ୱାନ କାର୍ଡ ସ୍କୀମ । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ନିୟମ ଲଗୁହେବ । ଭାରତ ରେ ଥିବା ସମସ୍ତ ଛୁଟ ବଡ ଆଞ୍ଚଳିକ ଜାତୀୟ ବେଙ୍କ୍ ରେ ଲଗୁହେବା । ଏଥିରେ ମାଷ୍ଟର କିମ୍ବା ଭିସା କାର୍ଡ କିଛି ରହିବ ନାହିଁ । ଏହା ଦ୍ବାରା ବିଦେଶ ଚାଲିଯାଉଥିବା ଅର୍ଥ ନିଜ ଦେଶ ରେ ରହିବ । ଏହା ଦ୍ବାରା ତ୍ତ୍ରଞ୍ଜେକସନ୍ କଷ୍ଟ ମଧ୍ୟ କମ ରହିବା ଏବଂ କ୍ୟାସ ବେକ୍ ମଧ୍ୟ ରହିବ ଯାହା ଦ୍ଵାରା ଜଣେ ନିମ୍ନ ମାନର ଲୋକ ବି ଏହାକୁ ବେଵହର କରିପାରିବ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।