ଆସୁଛି ବାତ୍ୟା ୟସ । ଏହି ୬ ଜିଲ୍ଲାରେ ରଚିବ ତାଣ୍ଡବ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡ଼ିଆ ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ବାତ୍ୟା ୟସ ର ଗତିପଥ ବିଷୟରେ । ଆସନ୍ତୁ ଜାଣିବା imd gdm ମୂର୍ତ୍ତୃଞ୍ଜୟ ମହାପାତ୍ର ଙ୍କ ସୂଚନା ହିସାବରେ କେଉଁଠି କରିବ ଲ୍ୟାଣ୍ଡ ଫଲ ବାତ୍ୟା ୟସ ଓ କେଉଁ ଜିଲ୍ଲା ଏଥିରେ ପ୍ରଭାବିତ ହେବ ।

ଓଡିଶା କୁ ବାତ୍ୟା ଆସୁଥିବାରୁ ଓଡିଶା ର ଲୋକ ଏବେ ଆତଙ୍କିତ ଅବସ୍ଥାରେ କିନ୍ତୁ ଏହାର ମୁକାବିଲା ରାଜ୍ୟ ସରକାର ସଜାଗ ହୋଇସାରିଛନ୍ତି । mcr ନିଜ ବାତ୍ୟା ପାଇଁ ରେଡ଼ ଆଲର୍ଟ ଜୋନ ରେ ପୁର୍ବ ପରିସ୍ଥିତି ନିରୀକ୍ଷଣ କରୁଛନ୍ତି । IMD GDM ଆଜି ବାତ୍ୟା ର ସ୍ପଷ୍ଟ ଚିତ୍ର ଆସିଲା ପରେ ବାତ୍ୟା ବିଷୟରେ ସୂଚନା ଦେଇଛନ୍ତି । ଏହି ବାତ୍ୟା

ପାରାଦୀପ ରୁ ସାଗର ଦୀପ ଭିତରେ ଲ୍ୟାଣ୍ଡ ଫଲ କରିବ । ଏହାର ପ୍ରଭାବ ଜଗସିଂପୁର ଉପରେ ସିଧା ପଡିବ ଓ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମଧ୍ୟ ରେଡ଼ ଜୋନ ରେ ଯାଉଛି । ହେଲେ ଗଂଜାମ ଓ ପୁରୀ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ ଯେହୁତୁ ଏହି ସବୁ ଜିଲ୍ଲା ସମୁଦ୍ର ଉପକୂଳ ଜିଲ୍ଲା । ଆଜି ବାତ୍ୟା ୟସ ଅବପାତ ର ରୂପ ନେଇଛି । କାଲି ବାତ୍ୟା ୟସ ବାତ୍ୟା ର ରୂପ ନେବ ।

ଯଦି ଆମର ଏହି ଖବର ଭଲ ଲାଗିଥାଏ ତାହେଲେ ଏହି ପୋଷ୍ଟ କୁ ସେୟାର କରନ୍ତୁ ଓ ଲୋକ ମାନଙ୍କୁ ସଚେତନ କରନ୍ତୁ । ଜୟ ଜଗନ୍ନାଥ ।

 

 

Leave a Reply

Your email address will not be published. Required fields are marked *