ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ପୃଥିବୀ ର ଗତି ବିଷୟରେ ଏମିତି କିଛି ଖବର ଜନେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଖବର ଟି ର ସମ୍ପୁର୍ଣ୍ଣ ତଥ୍ୟକୁ ଜାଣିବା ପାଇଁ ଖବର କୁ ଶେଷ ଯାଏ ପଢନ୍ତୁ।
ବନ୍ଧୁଗଣ ତାର କକ୍ଷ ଚାରି ପାଖରେ ବହୁତ୍ ଜୁର୍ ରେ ବୁଲୁଛି ଯାହା କି ବିଗତ ୫୦ ବର୍ଷ ଭିତରେ କେବେବି ଏତେ ଜୋର୍ ରେ ବୋଲୁନଥିଲ ।ଏମିତି ଅଦ୍ଭୁତ ପୂର୍ଣ୍ଣ ପରିସ୍ଥିତି କୁ କେମିତି ନିୟନ୍ତ୍ରଣ କାରା ଯିବା ସେଥିପାଇଁ ବୈଜ୍ଞାନିକ ମାନେ ଏବେ ଚିନ୍ତିତ । ବର୍ତମାନ ପୃଥିବୀ ତାର ସ୍ଵାଭାବିକ ଗତି ଠାରୁ ଅଧିକ ବେଗରେ ତାର କକ୍ଷ ଚାରି ପାଖ ରେ ବୁଲୁଛି । ଯାହା କି ୨୪ ଘଣ୍ଟା ପୂର୍ବ ରୁ ତାର କକ୍ଷ ପଥରେ ପରିକ୍ରମା ପୁରା କରୁଛି। ପୃଥିବୀ ର ଅସ୍ବାଭାବିକ ଗତି ଗତ ବର୍ଷ ମଧ୍ୟ ଭାଗ ରେ ସାମ୍ନା କୁ ଆସିଥିଲା ଏଇଥି ପାଇଁ ବିଶ୍ଵ ର ସବୁ ଦେଶ ରେ ସମୟ ସରେଣି ଅନୁସାରେ ସମୟ ର ପରିବର୍ତନ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ଘଟିଛି କି ବୈଜ୍ଞାନିକ ମନକୁ ଅଟୋମେଟିକ୍ ଘଣ୍ଟା ର ସମୟ ପରିବର୍ତନ କରିବାକୁ ପଡୁଛି ତେବେ ବୈଜ୍ଞାନିକ ମନ ଙ୍କୁ ନେଗେଟିଭ ଲିପ୍ ସେକେଣ୍ଡ ତାଙ୍କ ଘଣ୍ଟା ରେ ଯୋଡିବାକୁ ହେବା ।
ବୈଜ୍ଞାନିକ ଙ୍କ କହିବା କଥା ୧୯୭୦ ଏ ପର୍ଯ୍ୟନ୍ତ ୨୭ ଲିପ ସେକେଣ୍ଡ ଯୋଡାଯାଇଛି। ବୈଜ୍ଞାନିକ ଙ୍କ କହିବା କଥା ଚନ୍ଦ୍ର ପାଇଁ ପୃଥିବୀ ର ଏମିତି ଅସ୍ବାଭାବିକ ପରିବର୍ତନ ଘଟିଛି । କିନ୍ତୁ ୫ ମିଲିଆନ୍ ବର୍ଷା ପୂର୍ବରୁ ୧୨ ଘଣ୍ଟା ରେ ଗୋଟେ ଦିନ ହେଉଥିଲା ଏବଂ ଯଦି ଆଗକୁ ଦେଖିବା ୧ ଲକ୍ଷ ବର୍ଷା ପରେ ୨୫ ଘଣ୍ଟା ରେ ଗୋଟେ ଦିନ ହେବ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।