ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁଗଣ ବୁରେଭି ଓ ନିଭାର ସାମୁଦ୍ରିକ ବାତ୍ୟା ପରେ ଆଉ ଏକ ସାମୁଦ୍ରିକ ବାତ୍ୟା ଅନୁଭୂତ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ରୁ ସୂଚନା ମିଳିଛି । ଆସନ୍ତୁ ଜାଣି ଏହି ବାତ୍ୟା ର ନାମ କଣ ଏବଂ ଏହା ର ପ୍ରଭାବ କୁ ଜାଗାରେ ପଡିବ । ଏଥି ପାଇଁ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ବନ୍ଧୁଗଣ ଆପଣ ଜାଣିଛନ୍ତି ବଙ୍ଗୋପସାଗର ଏବଂ ଆରବ ସାଗର ରେ ସୃଷ୍ଟି ହେଉଥିବା ଲଘୁଚାପ ର ନାମ ଭାରତ ,ବାଂଲାଦେଶ , ମିଆଁ ମାର, ପାକିସ୍ତାନ,ଇରାନ,ଥାଇଲାଣ୍ଡ ,ଶ୍ରୀଲଙ୍କା, କତାର ,ସାଉଦି ଆରବ ,ୟୁଏଇ,ଓମାନ ଏବଂ ୟୁମେନ୍ ଏମିତି 13 ଦେଶ ଦେଶ ର ତାଲିକା କୁ ନେଇ ବାତ୍ୟା ର ନାମ କରଣ କରାଯାଇଥାଏ । ତେବେ ଏହି ବାତ୍ୟା ର ନାମ ଅର୍ଣ୍ଣବ ନାମରେ ନାମିତ କରାଯାଇଛି । ଏହି ବାତ୍ୟା ମିଆଁ ମାର , ପାକିସ୍ତାନ , ଇରାନ ,ଓମାନ , କତର ଏହି ଦେଶ ଦ୍ଵାରା ପରାମର୍ଶ ଦିଆ ଯାଇଥିବା ଏକ ନାମ ର ଅଂଶ ବୁଲି କୁହା ଯାଏ ।
ଏହି ବାତ୍ୟା ଅର୍ଣ୍ଣବ କୁ ନେଇ ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଏହି ବାତ୍ୟା କେବେ ତାମିଲନାଡୁ ରେ ପ୍ରଭାବ ପକେଇବ କୌଣସି ସୂଚନା ମିଳିପାରିନାହିଁ ଏଂ ଏବଂ ଏଥି ସହିତ ଆଉ କଉ କଉ ରାଜ୍ୟ ରେ ପ୍ରଭାବ ପକେଇବ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳି ନାହିଁ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।