ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି କି ? ମୟୁର ପଙ୍ଖ କୁ ନେଇ କରନ୍ତୁ ଏହି କାର୍ଯ୍ୟ । ଆୟ ବଢିବା ସହ ବ୍ୟୟ କମିଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ବ୍ୟୟ ଅଧିକ କୁ କରିବାକୁ କମାଇ ପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ମଣିଷ ଜୀବନରେ ସବୁ କୋଟିପତି ହେବାକୁ ଚାହୁଁଛନ୍ତି । କିନ୍ତୁ କୋଟିପତି କିମ୍ବା ଧନ ଅର୍ଜନ କଲା ପରେ ଏହାକୁ ସମ୍ଭାଳି ରଖିବା ହେଲା ମୁଖ୍ୟ କଥା । ତେବେ ଧନ ରଖିବା ପାଇଁ ସମସ୍ତ ଲୋକ ମାନେ ସାମର୍ଥ୍ୟ ନୁହଁନ୍ତି । ସେମାନଙ୍କ ମାଧ୍ୟରୁ କିଛି ଲୋକ ମାନେ ଧନ ଅର୍ଜନ କରି ରଖିବା ପାଇଁ ସାମର୍ଥ୍ୟ ଅଟନ୍ତି ତେବେ ତାହା କେମିତି ଆସନ୍ତୁ ଜାଣିବା ଏହାର କିଛି ଉପାୟ ସମ୍ପର୍କରେ ।

 

 ତେବେ ମୟୁର ପଙ୍ଖ ସାହାଯ୍ୟରେ ଆପଣ ଆପଣ ଙ୍କ ର ଧନ ସଞ୍ଚି ରଖିପାରିବେ । ତେବେ ତାହା କିପରି ଜାଣିବାକୁ ଚାହୁଁଥିଲେ ଶେଷ ପର୍ଯ୍ୟନ୍ତ ପଡ଼ନ୍ତୁ । ତେବେ ମୁଁ ଆପଣଙ୍କୁ କହିବାକୁ ଚାହୁଂଛି ଯେ ମୟୁର ପଙ୍କ କୁ ଶ୍ରୀକୃଷ୍ଣ ନିଜ ମସ୍ତକ ରେ ଧାରଣ କରିବା ସହ ମାତା ଲକ୍ଷ୍ମୀ , ମାତା ସରସ୍ୱତୀ ଏବଂ କାର୍ତ୍ତିକ ଙ୍କ ର ମଧ୍ୟ ଆଶ୍ରିବାଦ ପ୍ରାପ୍ତ ଅଟେ ।

 

 ତେବେ ଏହାକୁ ଯଦି ଆପଣ କୋୖଣସି ଏକ ଭଲ ଦିନ ଦେଖି ଘର ର ଦକ୍ଷିଣ ପୂର୍ବ କୋଣ ରେ ସ୍ଥାପନା କରନ୍ତି , ଯାହାକି ସମସ୍ତଙ୍କୁ ଦେଖା ହେଉଥିବା ଦରକାର ତେବେ ଏହା ଘର ର ସମସ୍ତ ନକରାତ୍ମକ ଶକ୍ତି ତଥା ଘରେ ପଡୁଥିବା ଅଶୁଭ ନଜର ଠାରୁ ଘରକୁ ବଞ୍ଚାଇ ରଖେ  ।ଘରେ ବ୍ୟୟ କୁ କମାଇ ବାରେ ସାହାଯ୍ୟ କରେ ,ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି କରାଏ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *