ଉପଭୋକ୍ତା ଙ୍କୁ ମିଳିଲା ଆସ୍ୱସ୍ତି । କମିଲା ଗ୍ୟାସ ଦର । ଜାଣନ୍ତୁ ବର୍ତ୍ତମାନ ସମୟରେ ଗ୍ୟାସ ର ପ୍ରକୃତ ଦର ସମ୍ପର୍କରେ । ନହେଲେ ପଡିବେ ଠକାମୀ ରେ..

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କମିଥିବା ଗ୍ୟାସ ଦର ସମ୍ପର୍କରେ ଏବଂ ଏହା କିଭଳି ଖାଉଟି ମାନଙ୍କୁ ପ୍ରଭାବିତ କରିବ ସେ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କିଛି ଦିନ ହେବ ଭାରତ ରେ ପ୍ରତିଦିନ ପେଟ୍ରୋଲ ଦର ଏବଂ ଗ୍ୟାସ ଦର ହୁ ହୁ ହୋଇ ବଢ଼ିବା ରେ ଲାଗିଛି । ତେବେ ଏହି ବର୍ଦ୍ଧିତ ଦର ର ପ୍ରଭାବ ସମସ୍ତ ଦ୍ରବ୍ୟ ତଥା ଘରୋଇ ସାମଗ୍ରୀ ଉପରେ ପଡୁଛି । ଯାହା ଫଳରେ ସାଧାରଣ ଲୋକ ମାନେ ହଇରାଣ ହେଉଛନ୍ତି । ତେବେ ଏହା ଖାଲି ସାଧାରଣ ଜନତା ନୁହେଁ ବହୁ ଗରିବ ଦିନ ମଜୁରିଆ ଙ୍କ ପେଟ କୁ ନାତ ମାରିବା ସଙ୍ଗେ ସମାନ। 

 

ତେବେ ଗତ ୨-୩ ମାସ ଧରି ଗ୍ୟାସ ଦର ରେ ୨୨୫ ଟଙ୍କା ର ବୃଦ୍ଧି ଘଟିଥିଲା କିନ୍ତୁ ଏହି ଏପ୍ରିଲ ମାସ ର ପହିଲା ରୁ ପ୍ରଥମ ଥର ପାଇଁ ଗ୍ୟାସ ର ଦର କମିଛି । ତେବେ ଏତେ ମାସ ପରେ ପ୍ରଥମ ଥର ପାଇଁ ଗ୍ୟାସ ଦର ରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି । ତେବେ ଏହା ସାଧାରଣ ଖାଉଟି ମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୃଷକ ଉନ୍ନୟନ ପକ୍ଷରୁ  ସୂଚନା ଦିଆଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *