ଋଷଭ ପନ୍ତ କଲେ ଏହି ରେକର୍ଡ ଯାହା ଏତେ ବର୍ଷ ଭିତରେ ଧୋନି ବି କରି ପାରିନାହାନ୍ତି…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ କ୍ରିକେଟ ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଋଷଭ ପନ୍ତ ଙ୍କ ରେକର୍ଡ ବିଷୟରେ ଆସନ୍ତୁ ଜାଣିବା ଋଷଭ ପନ୍ତ କେଉଁ ରେକର୍ଡ କଲେ ।

ପ୍ରଥମ ଟେଷ୍ଟ ଓ ଦ୍ୱିତୀୟ ଟେଷ୍ଟ ବରାବରୀ ହୋଇଯାଇଥିବା ପରେ ସମସ୍ତିଙ୍କ ଖବର ତୃତୀୟ ଟେଷ୍ଟ ଉପରେ ରହିଥିଲା । ଏହି ଟେଷ୍ଟ ଡ୍ର ହୋଇଯାଇଛି ହେଲେ ଏହି ଡ୍ର ଭିତରେ ଋଷଭ ପନ୍ତ କରିଛନ୍ତି ଏକ ନିଆରା ରେକର୍ଡ ଯେଉଁ ରେକର୍ଡ ଧୋନି ବି କେବେ କରିନାହାନ୍ତି ଆସନ୍ତୁ ଜାଣିବା ଏହି ରେକର୍ଡ ବିଷୟରେ ।

ଯେତେବେଳେ ତୃତୀୟ ଟେଷ୍ଟ ରେ ଦଳ ର ପରିସ୍ଥିତି ଖରାପ ବା ଉଇକେଟ ରେ ପତନ ଚାଲିଥିଲା ଠିକ ସେତିବଳେ ଋଷଭ ପନ୍ତ ଙ୍କ ଧୁଆ ଧାର ଇନିଂସ ସମସ୍ତିଙ୍କୁ ଚକିତ କରିଥିଲେ । ସେ ଏକଦିବସୀୟ ମ୍ୟାଚ ଭଳି ଖେଳିଥିଲେ ୧୧୮ ବଲ ଖେଳି ଶତକ ରୁ 3 ରନ ପଛରେ 97 ରେ ଆଉଟ ହୋଇଯାଇଥିଲେ । ଏହି ଷ୍ଟ୍ରାଇକି ରେଟ ରେ ଧୋନି ବି ଟେଷ୍ଟ କ୍ୟାରିୟର ରେ ଖେଳି ନାହାନ୍ତି । ଯାହା ଉଇକେଟ କିପର ବ୍ୟାଟ୍ସମାନ ଭାବରେ ସର୍ବାଧିକ ଷ୍ଟ୍ରାଇକି ରେଟ ରେ ବ୍ୟାଟିଂ କରିଥିଲେ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *