ଏଡ୍ସ କାହିଁକି ହୋଇଥାଏ ଜାଣନ୍ତୁ ଏହାର ମୁଖ୍ୟ କାରଣ । କୌଣସି ଦୈହିକ ସଂପର୍କ ନରଖି ମଧ୍ୟ ହୋଇଥାଏ ଏଡ୍ସ

AIDS କାହ୍ନିକି ହୋଇଥାଏ ଓ କିପରି ଆପଣ ଏହି ରୋଗ ରୁ ମୁକ୍ତି ପାଇପାରିବେ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନ ଙ୍କୁ ଜଣାଇବା କୁ ଯାଉଛୁ ଯେ ଏଡ଼ସ କାହିଁକି ହୋଇ ଥାଏ ଏହା କିପରି ବ୍ୟାପି ଥାଏ ।ଏହାର ଲକ୍ଷଣ ଏବଂ କିପରି ଆପଣ ମାନେ ଏଡ୍ସସ ରୁ ରକ୍ଷା ପାଇ ପାରିବେ ।ଆଜି କାଲି ର ଆଧୁନିକ ଦୁନିଆରେ sex ଏକ ସାଧାରଣ କଥା ହୋଇଗଲାଣି ।ଆଜି କାଲି ର ଛୁଆ ମାନେ ସେକ୍ସ କରିବା ଆରମ୍ଭ କରିଦେଲେଣି ।ଯେମିତି କି କିଛି ଇଂରାଜୀ ବିଦ୍ୟାଳୟ ରେ ପଢ଼ୁଥିବା ଆଧୁନିକ ଛୁଆ ମାନେ ସେକ୍ସ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଜାଣିବା ସହ ନିଜ ପ୍ରେମିକା କି ପ୍ରେମିକ ସହ ସେକ୍ସ କରିସାରିଲେଣି ।

 

ସେମାନଙ୍କ ମଧ୍ୟରୁ କିଛି ଆଜି କାଲି ର ସବୁ ଦେହ ଯିବି ମାନେ ଖୋଲି ଥିବା ସେକ୍ସ ସ୍ଥାନ ମାନଙ୍କୁ ଯାଇ ନିଜର ଆତ୍ମ ସନ୍ତୁଷ୍ଟି କରୁଛନ୍ତି ।ଆଉ ଆଜି କାଲି ର କଲେଜ ପିଲା ମାନଙ୍କ କଥା କହିଲେ ନ ସରେ ।କାରଣ ସେମାନେ ସବୁ କଲେଜ ଯାଉଛନ୍ତି ସବୁ ରସିକ ହୋଇ ନିଜ ପ୍ରେମିକା କି ପ୍ରେମିକ ର ଜନ୍ମଦିନ ପାଳନ କେବଳ ନାମକୁ ମାତ୍ର ସେଠାରେ ସେମାନେ ଏକ OYO  ରୁମ ନେଇ ନିଜର କାର୍ଯ୍ୟ ଖୁବ ସହଜ ରେ ସମ୍ପାଦନ କରୁଛନ୍ତି ।

 

କଣ ଆପଣ ମାନେ ଜାଣିଛନ୍ତି ବାର ମ୍ବାର ବିନା କଣ୍ଡୋମ ବ୍ୟବହାର କରି ବିଭିନ ପୁଅ କିମ୍ବା ଝିଅ ସହ ସେକ୍ସ କରିବା ଦ୍ୱାରା ଆପଣଙ୍କୁ ଏଡ୍ସସ ହେବାର ସମ୍ଭାବନା ଅଧିକ ଥାଏ ।ଯାହା HIV  ବୋଲି ଏକ ଭାଇରସ ଦ୍ୱାରା ହୋଇଥାଏ ।ଯାହା ଫଳ ରେ ଆପଣ ଙ୍କ ର ରୋଗ ପ୍ରତିରୋଧକ ଶକ୍ତି କମିବା ସହ ବିଭିନ୍ନ ରୋଗ ହେବା ର ସମ୍ଭାବନା ରହିଥାଏ। ବିଶେଷ କରି ଆପଣ ଙ୍କୁ ଯଦି ଥଣ୍ଡା ଭଳି ସାମାନ୍ୟ ରୋଗ ହୋଇଥାଏ ମଧ୍ୟ ତାହା ଭଲ ହେବାର ସମ୍ଭାବନା ନଥାଏ ।ଯଦି ଶରୀର ର କୌଣସି ସ୍ଥାନ ରେ ସାମାନ୍ୟ କ୍ଷତ ବି ହୋଇଥାଏ ତହେଲେ ମଧ୍ୟ ଆପଣ ଙ୍କର ଭଲ ହେବାର ସମ୍ଭାବନା ନଥାଏ ।ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସେକ୍ସ କରିବା ପୂର୍ବରୁ କଣ୍ଡୋମ ବ୍ୟବହାର କରନ୍ତୁ ।ଏକାଧିକ ପୁରୁଷ କିମ୍ବା ମହିଳା ମାନଙ୍କ ସହ ସମ୍ପର୍କ ରଖନ୍ତୁ ନାହିଁ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *