ଏପ୍ରିଲ ମାସ ପାଇଁ ଗାଇଡ଼ ଲାଇନ ଦେଲେ ରାଜ୍ୟ ସରକାର । ଏହା ଏପ୍ରିଲ ୧ ରୁ ୩୦ ପର୍ଯ୍ୟନ୍ତ ଚାଲିବ । ଆଵଶ୍ୟକତା ପଡିଲେ ପରିବର୍ତ୍ତନ ହୋଇପାରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏପ୍ରିଲ ମାସ ପାଇଁ ଓଡିଶା ସରକାର ଜାରି କରିଥିବା ଗାଇଡ଼ ଲାଇନ ସମ୍ପର୍କରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସର ଗାଇଡଲାଇନ ଜାରି କଲା ରାଜ୍ୟ ଗୃହ ମନ୍ତ୍ରଣାଳୟ ।  ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା, ଆଇସୋଲେସନ ଓ ସାବଧାନତା । ନୂଆ ଗାଇଡଲାଇନ ରେ  ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।ତେବେ ଏହି ନିୟମ ଗୁଡିକ ଏପ୍ରିଲ ୧ ରୁ  ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।

 

(୧)ଵାହଘର ରେ ୫୦୦ ବଦଳରେ ୨୦୦ ଲୋକ ରେ ଆୟୋଜନ ର ବ୍ୟବସ୍ଥା ।

(୨) ବାହାଘର ଆୟୋଜକ ନିୟମ ର ସବୁ ବ୍ୟବସ୍ଥା    କରିବେ ।

(୩) ଶୁଦ୍ଧି କ୍ରିୟା ରେ ୫୦ ଲୋକଙ୍କୁ ଅନୁମତି ।

(୪) ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ। 

 

(୫) ହାତ ଧୋଇବା ,ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ।

(୬) ୨୬ ମାର୍ଚ୍ଚ ଲାଗୁ ହେବ ନୂଆ କରନା ନିୟମ ।

(୭) କରୋନା କେସ କୁ ଦୃଷ୍ଟି ରେ ରଖି ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରି ପାରିବେ  ।

(୮) ମନ୍ଦିର କୁ କେତେ ଭକ୍ତ ଆସିବେ ସେ ନେଇ ନିଷ୍ପତି ନେବେ ସ୍ଥାନୀୟ ପ୍ରଶାସନ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *