ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏପ୍ରିଲ ମାସ ପାଇଁ ଓଡିଶା ସରକାର ଜାରି କରିଥିବା ଗାଇଡ଼ ଲାଇନ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସର ଗାଇଡଲାଇନ ଜାରି କଲା ରାଜ୍ୟ ଗୃହ ମନ୍ତ୍ରଣାଳୟ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା, ଆଇସୋଲେସନ ଓ ସାବଧାନତା । ନୂଆ ଗାଇଡଲାଇନ ରେ ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।ତେବେ ଏହି ନିୟମ ଗୁଡିକ ଏପ୍ରିଲ ୧ ରୁ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।
କରୋନା କେସ କୁ ଦୃଷ୍ଟି ରେ ରଖି ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରି ପାରିବେ । ମନ୍ଦିର କୁ କେତେ ଭକ୍ତ ଆସିବେ ସେ ନେଇ ନିଷ୍ପତି ନେବେ ସ୍ଥାନୀୟ ପ୍ରଶାସନ । RTPCR ଟେଷ୍ଟ କୁ ତ୍ବରାନିତ କରିବା ପାଇଁ ସରକାର ନିର୍ଦେଶ ଦେବା ସହିତ ବୃଦ୍ଧବୃଦ୍ଧା ଏବଂ ରୋଗୀ ମାନଙ୍କୁ ଟୀକା କରଣ ଶୀଘ୍ର କରାଯିବା ପାଇଁ ମଧ୍ୟ ନିର୍ଦେଶ ଦିଆ ଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।