ଏପ୍ରିଲ ମାସ ଶେଷ ସପ୍ତାହ ରେ ବୃଦ୍ଧି ହେବ କରୋନା ପଜିଟିଭ କେସ।  ସୂଚନା ଦେଲେ DMET ନିର୍ଦେଶକ ସିଡିକେ ମହାନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏପ୍ରିଲ ମାସ ଶେଷ ସୁଦ୍ଧା କରୋନ ର ବୃଦ୍ଧି ଦ୍ରୁତ ଗତିରେ ହେବା ନେଇ ସତର୍କ ସୂଚନା ଦେବା ସହିତ ସରକାର ଙ୍କ ସମସ୍ତ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି DMET ନିର୍ଦେଶକ ସିଡିକେ ମହାନ୍ତି ସେ ବିଷୟରେ ଆଲୋଚନା କରିବାକୁ ଯାଉଛୁ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ DMET ନିର୍ଦେଶକ ଙ୍କ କହିବା ଅନୁସାରେ ଭାରତ ତଥା ଓଡ଼ିଶାରେ କରୋନା ର ଦୁତୀୟ ଲହର ଏପ୍ରିଲ ଶେଷ ବେଳକୁ ଦ୍ରୁତ ଗତିରେ ବଢିବା ଆରମ୍ଭ କରିବ । ଏହା ସହିତ ଏହା ଅତ୍ୟନ୍ତ ତୀବ୍ର ମଧ୍ୟ ହେବାର ସମ୍ଭାବନା ଅଛି । ତେବେ ଏହି ଦୁତୀୟ ଲହର ପାଇଁ ସରକାର ଙ୍କ ପ୍ରସ୍ତୁତି ବିଷୟରେ ମଧ୍ୟ ସେ ଟପ୍ପଣୀ ରଖିଛନ୍ତି । 

 

ତେବେ ସେ କହିଛନ୍ତି କି କରୋନା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଓଡିଶା ରେ ଅଧିକ ପରିମାଣ ରେ ଅକ୍ସୀଜେନ ମହଜୁଦ ଥିବା ସହିତ ଭେଣ୍ଟିଲେଟର ରୁମ ମଧ୍ୟ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ଯେ ଓଡିଶା ଏକ ଏଭଳି ରାଜ୍ୟ ଯେଉଁଠାରେ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ବହୁ ମାତ୍ରାରେ ଅକ୍ସୀଜେନ ପ୍ରସ୍ତୁତ କରାଯାଉଛି  ବୋଲି ସୂଚନା ଦେଇଛନ୍ତି DMET ନିର୍ଦେଶକ ସିଡିକେ ମହାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *