ଏପ୍ରିଲ ୧୦ ରୁ ଓଡିଶା ରେ ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଜାରି ହେଲା ଟାଇମ ଟେବୁଲ ଏବଂ ସମୟ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏପ୍ରିଲ ୧୦ ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ହେବାକୁ ଥିବା ନବମ ଶ୍ରେଣୀ ପରୀକ୍ଷା ବିଷୟରେ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଚଳିତ ବର୍ଷ ଏପ୍ରିଲ ୧୦ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ଏହି ପରୀକ୍ଷା କୁ ମାଧ୍ୟମିକ ଶିକ୍ଷା ପରିସଦ ପକ୍ଷରୁ ଯଥାଶୀଘ୍ର ପରୀକ୍ଷା ର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦିଆ ଯାଇଥିବା ବେଳେ ।

 

ଏହା ପରେ ଦଶମ ବୋର୍ଡ ପରୀକ୍ଷା କୁ ସୁଚାର ରୂପେ କରିବା ପାଇଁ ଆୟୋଜନ ଆରମ୍ଭ ହେଲାଣି ବୋଲି କୁହାଯାଇଛି । ତେବେ ଏହି ପରୀକ୍ଷା ଦୁଇଟି ସିଟିଂ ରେ ହେବାକୁ ଥିବା ବେଳେ ପ୍ରଥମ ସିଟିଂ ୭-୯ ସମୟ ମଧ୍ୟରେ ହେବ ଏହାର ଅଧ ଘଣ୍ଟା ସରିଲା ପରେ ମାନେ ୯,୩୦-୧୧,୩୦ ପର୍ଯ୍ୟନ୍ତ ଦୁତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *