ଏବେ ଆଧାର କାର୍ଡ ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ଜାଣନ୍ତୁ କେମିତି କରିବେ ଅପ୍ଲାଇ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଆପଣ ଆଧାର କାର୍ଡ ରେ କିଭଳି ଭାବେ ଆପଣ କରିପାରିବେ ନିଜର ଡ୍ରାଇଭିଂ ଲାଇସେନ୍ସ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସମୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେତେ ପାଲା ଚାଲିଛି । ସବୁଆଡେ ଲାଇସେନ୍ସ ଙ୍କୁ ନେଇ ଧରା ପକଡା ଚାଲିଛି । ତେବେ ଏହା ଭିତରେ  ଆପଣଙ୍କୁ କହିବାକୁ ଚାହୁଁଛୁ ଯେ । ଲାଇସେନ୍ସ କରିବା ବହୁତ ସହଜ ହୋଇଯାଇଛି । ସରକାର ଙ୍କ ନିୟମ ଅନୁସାରେ ଆପଣ ବର୍ତ୍ତମାନ ଅନଲାଇନ ରେ ଅତି ସହଜ ଏବଂ ସରଳ ଭାବେ ଆପଣଙ୍କର ଲାଇସେନ୍ସ କୁ ଆପ୍ଲାଏ କରିପାରିବେ ।

 

 ତେବେ ଯଦି ଆପଣଙ୍କ ପାଖରେ ଆପଣଙ୍କ ଆଧାର କାର୍ଡ ଅଛି ଏବଂ ଲାଇସେନ୍ସ ଆପ୍ଲାଏ ପାଇଁ ଆପଣଙ୍କୁ ପରିତ୍ୟକ୍ତ ବୟସ ହୋଇସାରିଛି। ତେବେ ଆପଣ ନିଶ୍ଚୟ ଡ୍ରାଇଭିଂ ଲାଇସେନ୍ସ ନିଜର ଆଧାର କାର୍ଡ ସାହାଯ୍ୟ ରେ କରିପାରିବେ । ଏହା ସହ ଯଦି ଆପଣ ଆପଣଙ୍କ ର ଡ୍ରାଇଭିଂ ଲାଇସେନ୍ସ ରିନୁଆଲ,କିମ୍ବା ଲାଇସେନ୍ସ ର କିଛି ଅପଟୁଡେଟ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଆଧାର କାର୍ଡ ବ୍ୟବହାର କରିପାରିବେ। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *