ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବର୍ତ୍ତମାନ ସମୟରେ ଆକସ୍ମିକ ମୃତ୍ୟୁ ହୋଇଥିବା ଓଡ଼ିଆ ସିନେ ଜଗତର ଜଣେ କୁଖ୍ୟାତ ସଙ୍ଗୀତ କଲକାର ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଶ୍ରୀମଦ୍ ଭଗବଦ୍ ଗୀତା ରେ କୁହାଯାଇଛି ଆତ୍ମା ଅବିନସ୍ୱର। ମୃତ୍ୟୁ ପରେ ଆତ୍ମା ର ଅନ୍ତ ଘଟେ ନାହିଁ।ମଣିଷ ଏକ ଦେହ ଧାରୀ ଜୀବ । ସମୟକ୍ରମେ ଏକ ଶରୀର ରେ ଜନ୍ମ କରିଥାଏ ପୁଣି ସେହି ଶରୀର ରେ ମୃତ୍ୟୁ ବରଣ ମଧ୍ୟ କରିଥାଏ।କିନ୍ତୁ ଆତ୍ମା ସ୍ଥିର ଥାଏ।ଗୋଟିଏ ଶରୀର ରୁ ଆଉ ଏକ ଶରୀର କୁ ଯାଇଥାଏ।
ତେବେ ନିକଟରେ ଏକ ଦୁଃଖଦ ଘଟଣା ଘଟିଯାଇଛି।ସଙ୍ଗୀତ ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ ଜଳାଲ୍ ଆଦେନି ଆଉ ଆମ ଗହଣ ରେ ନାହାନ୍ତି । ସେ ଆମକୁ ଚିରଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି।ଓଡ଼ିଆ ଫିଲ୍ମ ର ସଙ୍ଗୀତ ନିର୍ଦ୍ଦେଶକ ଜଳାଲ ଆଦେନୀ ଙ୍କ ପରଲୋକ ଘଟିଛି। କଟକ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।ଦୀର୍ଘ ଦିନରୁ ଅସୁସ୍ଥ ଥିବା କଥା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।