ଏବେ ଏମିତି ଦେଖା ଯାଉଛନ୍ତି ପ୍ରିୟା ପ୍ରକାଶ । କଣ କରୁଛନ୍ତି ଏହି ଭାଇରଲ ଗାର୍ଲ ଆସନ୍ତୁ ଜାଣିବା

ଗୋଟିଏ ଦିନରେ ଷ୍ଟାର ହୋଇଥିବା ପ୍ରିୟା ପ୍ରକାଶ ବର୍ତ୍ତମାନ କଣ କରୁଛନ୍ତି

 

ହଲୋ ଫ୍ରିଏଂଡ୍ସ ଆପଣଙ୍କୁ ଆମ୍ଭ ୱେବ ପୋର୍ଟାଲ କୁ ସ୍ୱାଗତ କରୁଛି ।ଆପଣ ମାନେ ତା ଗୋଟେ ଦିନ ରେ ଷ୍ଟାର ବନିଥିବା ପ୍ରିୟା ପ୍ରକାଶ ବିଷୟରେ ଜାଣିଥିବେ ।ସେ କିଭଳି ରାତା ରାତି ଷ୍ଟାର ବନିଥିଲେ ସେ ବିଷୟରେ ଆପଣ ଜାଣିଥିବେ । ଆପଣ ମାନେ ପ୍ରିୟା ପ୍ରକାଶ ଙ୍କର ସେ  ଭାଇରଲ ଭିଡ଼ିଓ ଟି ନିଶ୍ଚୟ ଦେଖିଥିବେ ।ତାଙ୍କର ସେ ଚାହାଣି କି ଆପଣ ନିଶ୍ଚୟ ଉପଭୋଗ କରିଥିବେ ।କିନ୍ତୁ କଣ ଆପଣ ତାପରେ ପ୍ରିୟା ପ୍ରକାଶ ଙ୍କର କଣ ହେଲା ସେ ବିଷୟରେ ଜାଣିଛନ୍ତି ।ସେ ବର୍ତମାନ କଣ କରୁଛନ୍ତି ଆପଣ ଜାଣିଛନ୍ତି ।ଯଦି ଜାଣିନାହାନ୍ତି ତାହେଲେ ଆସନ୍ତୁ ଜାଣିବା ପ୍ରିୟା ପ୍ରକାଶ ଙ୍କ ବିଷୟରେ ।

ବର୍ତ୍ତମାନ ପ୍ରିୟା ପ୍ରକାଶ SOUTH  ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ଉଡିୟ  ମାନ ତାରକା ।ବର୍ତମାନ ସେ ବହୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଜଣେ ନାମୀ ଦାମୀ କଳାକାର ।ତାଙ୍କର ଭାରି ଡିମାଣ୍ଡ ।ସେ ତାଙ୍କ ର ଚାହାଣି ପାଇଁ ବହୁ ଫିଲ୍ମ ର ଅଫର ତାଙ୍କୁ ମିଳୁଛି ।ସେ ଜଣେ ସାଧାରଣ ପରିବାର ର ଝିଅ ।ତାଙ୍କ ପାଇଁ ଏ ସବୁ ସ୍ୱପ୍ନ ଥିବା ସତ୍ୟେ । ସେ ତାଙ୍କର ସପ୍ନ କୁ ସାକାର କରିଛନ୍ତି ।ସେ ନିଜ ର ସ୍କୁଲ ଜୀବନ ରୁ କଳାକାର ହେବାର ସ୍ୱପ୍ନ ଦେଖି ଆସିଥିଲେ ।ଯାହାକି ଗୋଟେ ରାତି ରେ ତାଙ୍କୁ ଷ୍ଟାର କରିଦେଲା ।କୁହାଯାଏ ଯେ ଯେଉଁ କାମ କୁ ପୁରା ଅନ୍ତର ର ସହ କରାଯାଏ ସେ କାମ ରେ ଆପଣ ନିଶ୍ଚୟ ସଫଳତା ହାସଲ କରନ୍ତି ।

 

ସେଥିପାଇଁ ତା ଏତେ ଦୁଃଖ କଷ୍ଟ ସତ୍ୟେ ସେ ଆଜି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଜଣେ ସୁପର ଷ୍ଟାର ।ସେ କେବଳ ଫିଲ୍ମ ଦୁନିଆରେ ସୀମିତ ନାହାନ୍ତି ।ସେ ବହୁ ଆଡ଼ଭାଟା ଇଜମେଣ୍ଟ ମଧ୍ୟ କରୁଛନ୍ତି ।ସେ ତେଲୁଗୁ ଓ ତାମିଲ ଭାଷା ରେ ବହୁ ଚଳଚିତ୍ର କରିବା ସହ ।ବହୁ short ଫିଲ୍ମ ମଧ୍ୟ କରୁଛନ୍ତି ।ସେ  music ଭିଡ଼ିଓ ମଧ୍ୟ କରୁଛନ୍ତି ।ସେ ନିଜ ର କଳା ର ପରିଚୟ ସବୁ ସ୍ଥାନରେ ଦଉଛନ୍ତି ।ସେଇଥିପାଇଁ ତ ଏତେ ଛୋଟ ବୟସରୁ ସେ ଆଜି ଜଣେ ଉଚ୍ଚ କୋଟିର କଳାକାର ମାନଙ୍କ ମଧ୍ୟରେ ନିଜର ନାମକୁ ସ୍ଥାନାନ୍ତରିତ କରିପାରିଛନ୍ତି ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *