ଏବେ ବର୍ଷା ଆରମ୍ଭ କଲେ ତାଙ୍କର ଅସଲି ଖେଳ । ଦେଖାଇଲେ ତାଙ୍କ ଅସଲ ରୂପ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବର୍ଷା ଙ୍କ ମହାନତା ଏବଂ କିପରି ସେ ଜଣକୁ ସାହାଯ୍ୟ କଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ ତ ଭକ୍ତ ସାଲବେଗ କୁ ଜାଣିଥିବେ । ତେବେ କଣ ଆପଣ ଓଡ଼ିଶାରେ ଥିବା ଆଉ ଜଣେ ସାଲବେଗ ଙ୍କ ବିଷୟରେ ଜାଣିଛନ୍ତି । ତେବେ ଆଉ ଜଣେ ସାଲବେଗ ହେଉଛନ୍ତି କଟକ ର ପ୍ରହରାଜ ପୁର ଅଞ୍ଚଳ ରେ ରହୁଥିବା ଶ୍ୟାମ ଚାଚା । ତେବେ ଶ୍ୟାମ ଚାଚା ଙ୍କ ଆଖି ନଥାଇ ବି ସେ ଜଗତର ନାଥ ଜଗନ୍ନାଥ ଙ୍କ ଭଜନ କୁ ଏଭଳି ଭାବେ ଗାଉଛନ୍ତି । ଯିଏ ଶୁଣିବ ମନମୁଗ୍ଧ ହୋଇଯିବ । ତେବେ ସେହିସ୍ଥଳେ ସେହି ଚାଚା ଙ୍କ ଗୀତ ଶୁଣିବାକୁ ଚାଲି ଆସିଛନ୍ତି । 

 

ଓଲିଉଡ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଏବଂ ସେ ତାଙ୍କ ଗୀତ ଶୁଣିବା ସହ ସେ ତାଙ୍କ ଓଲିଉଡ ରେ ଗୀତ ଗାଇବା ପାଇଁ ଏକ ମଉକା ଦେବେ ବୋଲି ତାଙ୍କ ଘରେ ଯାଇ କହିଆସିଛନ୍ତି  । ତେବେ ଓଡ଼ିଶାରେ ଶ୍ୟାମ ଚାଚା ଙ୍କୁ ଭକ୍ତ ସାଲବେଗ ବୋଲି ମଧ୍ୟ କୁହାଗଲାଣି । ତେବେ ସାଲବେଗ ଭିକାରୀ ବଲ ଙ୍କ ବର୍ଣିତ ସମସ୍ତ ଗୀତ କୁ ମୁଖସ୍ତ କରି ଭଗବାନ ଙ୍କ ଅନବରତ ବୋଲୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *