ଏବେ ସାଙ୍ଗେ ସାଙ୍ଗେ ମରିଗଲେ ଆଉ ଜଣେ ଓଡ଼ିଆ ସିନେ ଜଗତ ର ମଉଡମଣି । ସାରା ସିନେ ଜଗତ ରେ ଭୋ ଭୋ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ସିନେ ଜଗତରୁ ଆସିଥିବା  ଏକ ଦୁଃଖଦ ଖବର ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ବର୍ତ୍ତମାନ ସମୟରେ ସିନେ ଜଗତରୁ ଆସିଥିବା ଦୁଃଖଦ ଖବର ଟି ହେଉଛି ବର୍ଷିୟାନ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର ଆଉ ଆମ୍ଭ ପାଖରେ ନାହାନ୍ତି । ତେବେ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକ ମାନଙ୍କ ର ପ୍ରିୟ ଭାଜନ ହୋଇ ପାରିଛନ୍ତି । ତେବେ ତାଙ୍କ ଆକ୍ଟିଙ୍ଗ ଅତ୍ୟନ୍ତ ମନମୁଗ୍ଧ କର ଏବଂ ତାଙ୍କ ଆକ୍ଟିଙ୍ଗ ଦେଖିବାକୁ ଲୋକ ମାନଙ୍କର ଭିଡ ଲାଗେ । 

 

ତେବେ ମିଶ୍ର ଓଡିଆ ଚଳଚ୍ଚିତ୍ର, ଏବଂ ମଞ୍ଚ ନାଟକ ମାଧ୍ୟମ ରେ ନିଜ ର ପାରଦର୍ଶିତା ପ୍ରତିପାଦନ କରିଛନ୍ତି |  ସେ ତାଙ୍କର କମେଡି ଚରିତ୍ର ପାଇଁ ଜଣାଶୁଣା | ତେବେ ସେ ବନ୍ଧୁ ମହାନ୍ତି,କୃଷ୍ଣ ସୁଦାମା ଏବଂ ମନ ଆକାଶ ଭଳି ଅନେକ ଚଳଚ୍ଚିତ୍ର ରେ ନିଜର ଛାପ ଛାଡି ଯାଇଛନ୍ତି । ତେବେ ସେ ଶନିବାର ଦିନ ବ୍ୟଥ୍ରୂମ ରେ ପଡି ଯାଇଥିଲେ ଯାହା ଫଳରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଯାହା ଫଳରେ ତାଙ୍କର ମହାପ୍ରୟାଣ ଘଟିଗଲା । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *