ଏବେ ହରିହର ଜୀବନ ଆପଣମାନଙ୍କ ହାତରେ । ଗୋଟିଏ ସେୟାର କରି ହରି ହର କୁ ବଞ୍ଚେଇଦିଅ…..

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଏକ ସମ୍ବେଦନଶୀଳ ଘଟଣା ଯାହା ୧୭ ବର୍ଷ ର ବାଳକ ହରିହର ଉପରେ ଘଟିଛି । ଘଟଣା ର ସମ୍ପୂର୍ଣ ତଥ୍ୟ ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ସେ ପିଲା କୁ ଦେଖିଲେ ଲାଗିବ ଅନେକ ଚିନ୍ତା ରେ ବୁଡି ଯାଇଛି କିନ୍ତୁ ବୟସ ମାତ୍ର ୧୭ ବର୍ଷ । ସତରେ ସେ ତା ଭବିଷ୍ୟତ ପାଇଁ ଚିନ୍ତା ରେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଜାରପୂର୍ ଗ୍ରାମ ର ରମେଶ ଚନ୍ଦ୍ର ବଳ ଏବଂ ସଂଜୁଲତ ବଳ ଙ୍କ ଏକ ମାତ୍ର ପୁଅ ହରି ହର । ସେ ଏବେ କଲେଜ ରେ ପଢିଥାନ୍ତା କିନ୍ତୁ ଦଇବ ଏମିତି ଦାଉ ସାଜିଲା ନା ସେ ଠିଆ ହେଇପରୁଚି ନା ସେ ଜା ଆସ କରିପାରୁଛି । କୁ ରୋଗ ହେଲା କେଜାଣି କିଛି ଜଣା ପଡୁନି । ବାପା ମା ଯାହା ସଞ୍ଚୟ କରି ରଖିଥିଲେ ତାହା ଡାକ୍ତଖାନା ଦଉଡ଼ି ଦଉଡ଼ି ସରି ଗଲାଣି । କିନ୍ତୁ ପୁଅ ଭଲ ହେବାର ନା ଧରୁନି । କେତେ କେତେ ବଡ଼ ଡାକ୍ତରଖାନା କୁ ଯାଇ ଲକ୍ଷ ଲକ୍ଷ ଟଙ୍କା ଧାର କରି ପୁଅ କୁ ଭଲ କରିବା ପାଇଁ ଦଉଡ଼ି ଦଉଡ଼ି ପ୍ରାଣ ଛାଡ଼ି ଗଲାଣି କିନ୍ତୁ ପୁଅ ଭଲ ହବାର ନାଗନ୍ଧ ନାହିଁ ।

 

ପିଲ୍ ର ଯେତେ ବେଳେ ୯ ବର୍ଷ ହେଇଥିଲା ଠିକ୍ ସେ ସମୟ ରେ କଣ କେଜାଣି ହେଲା ପରେ କିଛି ଭାବିବା ପୂର୍ବରୁ ହରିହର ଙ୍କ ର ଚାଲିବା ପାଇଁ ଅକ୍ଷମ ହୋଇପଡିଲେ । ଖେଳ କୁଦ କରୁଥିବା ପିଲା ର ହାଟାତ୍ ଏମିତି ହେବାପରେ ବାପା ମା କେତେ କେତେ ଡାକ୍ତରଖାନା ରେ ଦେଖେଇ ଛନ୍ତି କିନ୍ତୁ କିଛି ସଫଳ ମିଳିନାହିଁ । ଏହା ପରେ ବାପା ମା ନିରାଶ ହେଇ ସବୁ ଛାଡ଼ି ଦେଇ ଭଗବାନ ଉପରେ ଭରସା କରି ରହି ଯାଇଛନ୍ତି । ଡାକ୍ତର କହୁଛନ୍ତି ପିଲା ଭଲ ହେଇଯିବ କିନ୍ତୁ ଅର୍ଥ ବାଧକ ସାଜୁଛି । ବାପା ମା ସହିପଡିସା କହିବା କଥା ସରକାର କିଛି ଯଦି ସାହାଯ୍ୟ କରନ୍ତେ ତେବେ ହରିହର ଭଲ ହେଇଯିବେ ଏବଂ ଆଗଭଳି ସ୍କୁଲ ଯିବେ ପାଠ ପଡିବେ ,ଖେଳ କୁଦ କରିବେ ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *