ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କିପରି ଆମ୍ଭେ ଆପଣଙ୍କୁ କିଛି ଏଭଳି ନେଗେଟିଭ ପ୍ରଶ୍ନ ବିଷୟରେ କହିବୁ ଯାହା ଅତି ମଜାଦାର ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଥିବା ମଜାଦାର କଥା କୁ କେବେ ହେଲେ ଆପଣ ମାନେ ପଜିଟିଭ ବୋଲି ଭାବିବେ ନାହିଁ । ଏହା ସାଧାରଣତଃ ଆପଣଙ୍କ ଖୁସି ପାଇଁ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆପଣ ଏହି ପ୍ରଶ୍ନ କୁ ଆପଣଙ୍କୁ ଗାର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀ କୁ ପଚାରି ପାରିବେ ଏବଂ ଆପଣ ଏହାର ପଜିଟିଭ ଉତ୍ତର ଦେଇ ତାଙ୍କର ମାନସିକତା କୁ ଜାଣି ପାରିବେ ।
ତେବେ ପ୍ରଥମ ପ୍ରଶ୍ନ ହେଲା ଏମିତି କେଉଁ କାମ ପୁଅ ମାନେ ଥରେ କଲେ ଝିଅ ମାନେ ପ୍ରତିଦିନ କରନ୍ତି ? ତେବେ ଏହାର ଉତ୍ତର ହେଲା ପୁଅ ମାନେ ବାହା ହେବା ବେଳେ ଝିଅ ର ମଥାରେ ଦେଇଥିବା ସିନ୍ଦୁର । ଯାହା ପୁଅ ଥରେ ଦେଇଥାଏ କିନ୍ତୁ ସ୍ତ୍ରୀ ମାନେ ପ୍ରତିଦିନ ଦେଇଥାନ୍ତି । ତେବେ ଦ୍ୱିତୀୟ ପ୍ରଶ୍ନ ହେଲା ବିବାହିତ ନାରୀ ସକାଳୁ ଉଠି ନିଜ ସ୍ୱାମୀ ପାଖରୁ କଣ ନେବାକୁ ପସନ୍ଦ କରନ୍ତି ? ଏହାର ଉତ୍ତର ହେଲା ଆଶ୍ରିବାଦ । ତେବେ ଆପଣଙ୍କୁ ମଜାଦାର ଲାଗୁଛି ତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।