ଏମିତି ଘଟଣା ସାରା ବିଶ୍ୱରେ ପ୍ରଥମ ଆପଣ ଜାଣିଲେ ବି ତାଯୁବ ହେବେ….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଏକ ଦମଦାର ଖବର ଯାହା ଗୋଟେ କିସ୍ ପାଇଁ ପ୍ରେମିକା କୁ ହତ୍ୟା । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଗୋଟେ କିସ୍ ପାଇଁ ପ୍ରେମିକା କୁ ହତ୍ୟା। ଏହି ହତ୍ୟା କାଣ୍ଡ ରେ ପ୍ରେମିକା ର ତଣ୍ଟି କାଟି ହତ୍ୟା କରିଥିବା ହତ୍ୟା କାରିକୁ ପୋଲିସ ଧରି ପଚରା ଉଚୁରା କରୁଛି ଯାଉଠିରେ ତାଙ୍କର ଲଭ୍ ଷ୍ଟୋରୀ ସାମ୍ନା କୁ ଆସିଛି । ଏହା ସହ ପ୍ରେମିକ ସୌରଭ ତାହାର ୩ ବର୍ଷ ର ପ୍ରେମ କାହାଣୀ କହିଛି ଯାହା କୌଣସି ଫିଲ୍ମ୍ ଟୁ କମ୍ ନୁହଁ ।

 

ସୌରଭ କହିଛନ୍ତି ୩ ବର୍ଷ ତଳେ ପ୍ରିୟା ଅଗ୍ରୁୱାଲ ସହ ତାଙ୍କର ପରଦେଶୂପୁରା ଚଉରାହେରେ ଦେଖା ହେଇଥିଲା । ଯେଉଁଠି ପ୍ରଥମେ ଧକା ତାପରେ ବନ୍ଧୁତ୍ୱ , କଥା ବାର୍ତ୍ତା ତା ପରେ ପ୍ରେମ । ସୌରଭ କହିଛନ୍ତି ପ୍ରିୟା ଜଣେ ବିବାହିତା ମହିଳା ଥିଲେ । ସେ ଲକ୍ ଡାଉନ୍ ସମୟରେ ମୋ ସହ ରହୁଥିଲେ । ଘର ନମିଳିବାରୁ ମୁଁ ତାକୁ ଛାଡ଼ିବାକୁ ବାଧ୍ୟ ହେଲି । ଆଉ ଗୋଟେ କଥା ସେ ତା ସ୍ୱାମୀକୁ ଛାଡ଼ୁ ନଥିଲା ଏପଟେ ସୌରଭ କୁ ବି ଛାଡ଼ୁନଥିଲା ।

 

କିଛି ଦିନ ଆଗରୁ ପ୍ରିୟା କହିଥିଲା କି ସେ ତା ସ୍ୱାମୀକୁ ଛାଡି ଦେବାପାଇଁ । କିନ୍ତୁ ସେ ତା ଝିଅ କୁ ସାଙ୍ଗ ରେ ରଖିବାକୁ କହୁଥିଲା ଏବଂ ପ୍ରିୟା ତ ଝିଅ କୁ କହୁଥିଲା ସୌରଭ କୁ ବାପା ଡାକିବା ପାଇଁ କିନ୍ତୁ ସୌରଭ ଏହା ପସନ୍ଦ ନଥିଲା । ପ୍ରିୟା ର କହିବାର କିଛି ଦିନ ପୂର୍ବେ ସୌରଭ ପ୍ରିୟା ଙ୍କ ସ୍ବାମୀ ର ସ୍ଟାଟସରେ ଦେଖିଲି ପ୍ରିୟା ସହିତ ତା ସ୍ବାମୀ କିସ୍ କରୁଥିବାର ଫଟୋ। 

 

ଏହା ଦେଖିବା ପରେ ସୌରଭ ରାଗିଯାଇ ପ୍ରିୟା ଙ୍କୁ ଡାକିଥିଲେ । ତା ପରେ ଦୁଇ ଜଣଙ୍କ ର ବହୁତ୍ ଝଗଡ଼ା ହେଲା । ଏହାପରେ ବଗିଚାରେ ପଡ଼ିଥିବା ଏକ କ – ଇଞ୍ଚି ରେ ପ୍ରିୟା ର ଗଳା କୁ କାଟି ହତ୍ୟା କରିଥିଲେ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *