ଏହି ଉପାୟ କରନ୍ତୁ ୨ ମିନିଟ ରେ ଥଣ୍ଡା କିମ୍ବା ଥଣ୍ଡା ଜନିତ ବିଭିନ୍ନ ରୋଗ ରୁ ତୁରନ୍ତ ମୁକ୍ତି ପାଆନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ଉପାୟ ସମ୍ପର୍କରେ ଯାହାକୁ ବ୍ୟବହାର କରି ଆପଣ ଥଣ୍ଡା କିମ୍ବା ଥଣ୍ଡା ଜନିତ ବିଭିନ୍ନ ରୋଗ ରୁ ୨ ମିନିଟ ରେ ଆଶ୍ୱସ୍ତ ପାଆନ୍ତୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଏହି ପ୍ରଣାଳୀ ପ୍ରସ୍ତୁତି ପୂର୍ବରୁ ଜାଣି ରଖନ୍ତୁ ଆବଶ୍ୟକ ସାମଗ୍ରୀ । ତେବେ ଆପଣଙ୍କୁ ସର୍ବ ପ୍ରଥମେ ଖଣ୍ଡେ ଅଦା,ଗୋଲ ମରିଚ,ଚାପତି,ଗୁଢ ଏବଂ ତୁଳସୀ ପତ୍ର ଆବଶ୍ୟକ । ତେବେ ଆପଣ ସର୍ବ ପ୍ରଥମେ ଏକ ପାତ୍ର ରେ ପାଣି ଗରମ କରନ୍ତୁ। ଏହା ପରେ ଏଥିରେ କିଛି ଗୋଲ ମରିଚ ଏବଂ କିଛି ଅଦା କୁ ଖଣ୍ଡ ଖଣ୍ଡ କରି ପକାନ୍ତୁ ,ଏହା ପରେ ଏଥିରେ ଅଳ୍ପ ପରିମାଣ ରେ ତୁଳସୀ ପତ୍ର ପକାନ୍ତୁ ।

 

 ଏହା ପରେ କିଛି ସମୟ ଗଲା ପରେ ଏଥିରେ ଅଳ୍ପ ଚାପତି ପକାନ୍ତୁ , ଏବଂ ଅପେକ୍ଷା କରନ୍ତୁ କିଭଳି ଏହି କାଢା ଅଧା ହୋଇଯିବ । ଏହା ଅଧା ହେବା ପରେ ଏଥିରେ ଅଳ୍ପ ଟିକେ ଗୂଢ ପକାନ୍ତୁ । ଏବେ ଏହାକୁ ଏକ ପାତ୍ର କୁ ଛାଣି ରଖନ୍ତୁ । ଏବଂ ଏହାକୁ ଯଦି ଆପଣ ୨ଦିନ ପିଇବେ ତେବେ ଏହା ଆପଣଙ୍କ ଶରୀର ରୁ ସବୁ ଥଣ୍ଡା ଜନିତ ରୋଗ ରୁ ମୁକ୍ତି ଦେଇଦେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *