ଏହି କୁନି ଝିଅ ର କଥା ଶୁଣି ଉଡିବ ହୋସ । ଦେଖନ୍ତୁ ଆମ୍ଭ ଦେଶ ବିଷୟରେ କହିଲା କିଛି ଏଭଳି କଥା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ କୁନି ଝିଅ ର ଦେଶ ପାଇଁ କହିଥିବା କଥା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି କୁନି ଝିଅ ଟି ଆମ୍ଭ ଦେଶ ବିଷୟରେ ଏକ ଚମତ୍କାର କଥା କହିଛି । ତେବେ ଓଡ଼ିଶାର ଏହି ଝିଅ ଟି ଆମ୍ଭ ଦେଶ ର ସ୍ୱାଧୀନତା କୁ ନେଇ କହିଛି । ତେବେ ସେ କହିଛି କି ଆମ୍ବ ଦେଶ ୧୯୪୭  ମସିହା ଅଗଷ୍ଟ ୧୫ ତାରିଖ ରେ ସ୍ୱାଧୀନ ହୋଇଥିଲା । କିନ୍ତୁ ସ୍ୱାଧୀନ ଭାରତ କୁ ଚଳାଇବା ପାଇଁ କୌଣସି ଆଇନ କାନୁନ ପ୍ରଚଳିତ ହୋଇ ନଥିଲା ।

 

 ତେବେ ଆମ୍ଭ ଦେଶରେ ସ୍ୱତନ୍ତ୍ର ଆଇନ କାନୁନ ପ୍ରଚଳିତ କରିବା ପାଇଁ ଅଣ୍ଟା ଭିଡିଥିଲେ ଆମ୍ଭ ମାନଙ୍କ ଭିତରୁ ଜଣେ ବୀର ସଂଗ୍ରାମୀ ନାମ ତାଙ୍କର ବି, ଆର ,ଆମ୍ବେଦକର । ତେବେ ସେ ସ୍ୱାଧୀନ ଭାରତ ର ସମ୍ବିଧାନ ତିଆରି କଲେ । ଯାହାକୁ ୧୯୫୦ ମସିହା ଜାନୁଆରୀ ୨୬ ଦିନ ପ୍ରଣୟନ କରାଗଲା । ଯାହାକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଭାବେ ପାଳନ ହୋଇ ଆସୁଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *