ଏହି ଖବର ପଢିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦବ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଵାହଘର ପୂର୍ବରୁ ନ୍ୟୁଡ଼ କଲ କରି ଯୁବକ ଫସିଲେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ଏହି ଘଟଣା ଟି ହେଉଛି ବାଙ୍ଗାଲୋର ସହର ର । ତେବେ ଏହି ନିନ୍ଦନୀୟ ଘଟଣା ଟି ଘଟିଛି ବାଙ୍ଗାଲୋର ନିବାସୀ ଚରଣ ଙ୍କ ସହ । ତେବେ ଚରଣ ବାଙ୍ଗାଲୋର ରେ ଚାକିରୀ କରୁଥିଲେ । ତେବେ ସେ ବାହାଘର ପାଇଁ ଅନଲାଇନ ମ୍ୟାରେଜ ଆପ ରେ ନିଜର ର ଆକାଉଣ୍ଟ ଖୋଲିଥିଲେ । ଯେଉଁଥିରେ ତାଙ୍କର ଶ୍ରୀୟା ନାମକ ଏକ ଝିଅ ସହିତ କଥା ବାର୍ତା ଚାଲିଥିଲା । ତେବେ ଏକ ମାସ ଭିତରେ ଦୁହିଁ ଜଣ ଏତେ ଘନିଷ୍ଠ ହୋଇଗଲେ ଯେ ଦୁହ୍ନେ ପରସ୍ପର ର ଦୁଃଖ ପରସ୍ପର ସହିତ ସେୟାର କରିବାକୁ ଲାଗିଲେ । 

ତେବେ ଏହା ପରେ ଏକ ଦିନ ଶ୍ରୀୟା ଚରଣ କୁ ଭିଡ଼ିଓ କଲ କରି ଲଙ୍ଗଳା ହେବାକୁ କହିଥିଲେ । ତେବେ ଉଭୟ ଙ୍କ ମଧ୍ୟରେ ନ୍ୟୁଡ଼ କଲ ଚାଲିଲା ଯାହାକୁ ଶ୍ରୀୟା ରେକଡ଼ିଂ କରି ଚରଣ ଙ୍କୁ ବ୍ଲାକମେଲ କଲେ। ଏହା ପରେ ଶ୍ରୀୟା ଚରଣ କୁ ପଇସା ମାଗିଲେ ଚରଣ ୨୦୦୦୦ ଟଙ୍କା ୨-୩ ଥର କରି ଦେବା ପରେ ଯେତେବେଳେ ଶ୍ରୀୟା ଆହୁରି ପଇସା ମାଗିଲା ତେବେ ଚରଣ ପୋଲିସ ର ସାହାରା ନେଇଥିଲା । ତେବେ ବାଙ୍ଗାଲୋର ପୋଲିସ ଶ୍ରୀୟା କୁ କଲିକତା ର ହାୱଡା ପାଖରୁ ଧରିଥିଲା । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *