ଏହି ଜିଲ୍ଲା ଗୁଡିକ ରେ ଜାରି ହେଲା ନାଇଟ କର୍ଫ୍ୟୁ । ସମସ୍ତ ସ୍କୁଲ କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲେ ସରକାର ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବର୍ଦ୍ଧିତ କରୋନା କେସ କୁ ଦୃଷ୍ଟି ରେ ରଖି ଭାରତ ର ପଞ୍ଜାବ ରେ ଜାରି ହୋଇଥିବା ରାତି କର୍ଫ୍ୟୁ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ସମୟରେ କରନା ପୁନର୍ବାର ନିଜର କାୟା ବିସ୍ତାର ଆରମ୍ଭ କଲାଣି । ତେବେ ଭ୍ୟାକ୍ସିନ କୁ ନେଇ ଯେଉଁ ଖିସି ଥିଲା ବର୍ତ୍ତମାନ କରନା ର ବୃଦ୍ଧି କୁ ନେଇ ରାଜ୍ୟ ସରକାର ବର୍ତ୍ତମାନ ବହୁ ଚିନ୍ତା ରେ ପଡି ଯାଇଛନ୍ତି । ତେବେ ଏହି କରନା ର ବର୍ଦ୍ଧିତ କେସ କୁ ଦୃଷ୍ଟି ଆଗରେ ରଖି ପଞ୍ଜାବ ସରକାର ପୁଣିଥରେ ନିଜ ରାଜ୍ୟ ରେ ୪ ଟି ଜିଲ୍ଲା ରେ ରାତି ୧୧ ଟାରୁ ସକାଳ ୬ ଟା ଯାଏଁ ଗାଡି ଚଳାଚଳ ବନ୍ଦ କରିବା ସହିତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । 

 

ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି ସ୍କୁଲ କଲେଜ ମାନଙ୍କ ମାର୍ଚ୍ଚ ୧୩ ତାରିଖ ରୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ।ଆସନ୍ତାକାଲିଠାରୁ ନୂଆ ଗାଇଡଲାଇନ୍ସ କାର୍ଯ୍ୟକାରୀ ହେବ ବୋଲି ପଞ୍ଜାବ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି। ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୧୦୦୦୦ ଥିବାବେଳେ ସେଥିମଧ୍ୟରୁ ୧୬୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେଥିମଧ୍ୟରୁ ଏହି ବର୍ଷ ୯୬ ଜଣ ମୃତ୍ୟୁ ବରଣ କଲେଣି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *