ଏହି ଝିଅ ବଜାଇଲେ ସମସ୍ତଙ୍କ ବ୍ୟାଣ୍ଡ । ମରଦ ପୁଅ ଅଛ ଯଦି କେହି ସାମ୍ନା କୁ ଆସ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଝିଅ ସମସ୍ତ ଙ୍କ ବ୍ୟାଣ୍ଡ ବଜାଇବା ସହ ସେ ଦେଇଥିବା ଲୋମ ହର୍ଷଣ କାରୀ ବୟାନ ଉପରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ କହିଦେବାକୁ ଚାହୁଁଚି ଯେ ବର୍ତ୍ତମାନ ସମୟରେ ମାନବ ପ୍ରେମୀ ଆଦିତ୍ୟ ଦାଆସ ଙ୍କ ତଦନ୍ତ ର କୌଣସି ସୁଫଳ ମିଳି ପାରିଲା ନାହିଁ । ତେବେ ଜିଆର୍ପି ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଆଜି ପର୍ଯ୍ୟନ୍ତ ଦୋଷୀ ଙ୍କୁ ଧରି ପାରିଲା ନାହିଁ । ଯାହାକୁ ଏହି କୁନି ଝିଅ ଟି ଏକ ଭଡ଼ିଓ ଜାରି କରି କହିଛି ।

 

ଏହା ସହିତ ମଧ୍ୟ ଏହି କୁନି ଝିଅ ଟି କହିଛି ଶୁଭାଶିଷ ଷଡ଼ଙ୍ଗୀ ଆଦିତ୍ୟ ଙ୍କ ଦୋଷୀ କୁ ଖୋଜିବା ପାଇଁ ଅହରହ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ମିଛ ଏତାଲା ଦେଇ ତାଙ୍କୁ ଜେଲ ରେ ଭର୍ତ୍ତି କରିଦେଇଛି । ତେବେ ସେ ଝିଅ ଟି କହିଛି କେତେ ଶୁଭାଶିଷ ଙ୍କୁ ଚୁପ କରାଇବ ।

 

 ତେବେ ଓଡ଼ିଶାର କୋଣ ଆନୁକୋଣ ରେ ଜଣେ ନା ଜଣେ ଶୁଭାଶିଷ ଷଡ଼ଙ୍ଗୀ ଜନ୍ମ ନେବେ । ତେବେ ଝିଅ ଟି ର ଏହି ଭିଡ଼ିଓ ସତେ ଲୋମହର୍ଷଣ କାରୀ ଥିବାବେଳେ । ଏ ଭିଡ଼ିଓ ଦେଖିବା ପରେ ସତେ ଯେପରି ଆଦିତ୍ୟ ଙ୍କୁ ନ୍ୟାୟ ମାଗିବାକୁ ଲୋକ ମାନେ ନିଶ୍ଚୟ ଆଗେଇ ଆସିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *