ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କୁ ବାସ୍ତୁ ଶାସ୍ତ୍ର ବିଷୟରେ ଏମିତି କିଛି ଗୁରୁ ଜ୍ଞାନ କଥା କହିବୁ ଯାହାକି ମଣିଷ ନିଜ ଜୀବନ ରେ ଜାଣିବା ନିହାତି ଆବଶ୍ୟକ। କେଉଁ ଦିଗକୁ ମୁହଁ କରି ଭୂଜନ କରିବା ଉଚିତ୍ ଯଦି ଆମେ କିଛି ଭୁଲ କରନ୍ତୁ ତାହା ଦ୍ଵାରା କଣ ଆମ ଜୀବନ ରେ ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା ।
ଆପଣ ମାନେ ଜାଣିଛନ୍ତି ମଣିଷ ଜୀବନ ରେ ସୁଖ ଦୁଃଖ ଲାଗି ରହି ଥାଏ ।କିନ୍ତୁ ମଣିଷ ସବୁ ବେଳେ ସୁଖ ଶାନ୍ତି ରେ ରହିବାକୁ ପସନ୍ଦ କରିଥାନ୍ତି । ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ଯଦି ଗୃହ ରେ ବାସ୍ତୁ ଦୋଷ ଥାଏ ତେବେ ସେ ଗୃହ ରେ କେବେ ଶାନ୍ତି ସୁଖ ରହି ନଥାଏ । ସେମିତି ଘର ର ବାସ୍ତୁ ଦୁଷ ଦୁର କରିବା ପାଇଁ ଆପଣ ଙ୍କୁ କିଛି ନିୟମ ମାନିବାକୁ ପଡ଼ିବ ଯାହା ଦ୍ଵାରା ସମସ୍ତ ବାସ୍ତୁ ଦୁଷ ଦୁର ହେଇଥାଏ ।
ସେମିତି ଏକ କଥା କେଉଁ ଦିଗ କୁ ମୁହଁ କରି ଖାଇବା ଉଚିତ୍ ଏବଂ କେଉଁ ଦିଗକୁ ନୁହଁ । ବାସ୍ତୁ ଶାସ୍ତ୍ର ଅନୁସାରେ ୧- ପୂର୍ବ ଦିଗ କୁ ମୁହଁ କରି ଖାଇବା ଦ୍ଵାରା ମଣିଷ ର ଆୟୁଷ ବୃଦ୍ଧି ହେଇଥାଏ ।୨-ପଶ୍ଚିମ ଦିଗ କୁ ମୁହଁ କରି ଖାଇଲେ ମଣିଷ ସବୁବେଳେ ରୋଗାକ୍ରାନ୍ତ ହେଇ ଥାଏ ,୩-ଉତ୍ତର ଦିଗ କୁ ନେଇ ମୁହଁ କରି ଖାଇଲେ ଧନ ପ୍ରାପ୍ତି ସହ ଆୟୁଷ ବୃଦ୍ଧି ହେଇଥାଏ ,୪-ଦକ୍ଷିଣ ଦିଗ କୁ ମୁହଁ କରି ଖାଇଲେ ସାଙ୍ଘାତିକ ରୋଗ ରେ ପଡି ପାରନ୍ତି । ଏମିତି କ ବାସ୍ତୁ ଶାସ୍ତ୍ର କୁ ମନି ଚାଲି ଲେ ଜୀବନ ରେ ସମୃଦ୍ଧି ସହ ଜୀବନ ସୁଖ ମୟ ହେଇ ଥାଏ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।