ଏହି ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ହେଉଚି ଜୁନ୍ ୧୦ ରେ ତେବେ କଣ କଣ ମନା ରହିଛି କରିବା ପାଇଁ ଚାଲନ୍ତୁ ଜାଣିବା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏହି ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ହେଉଚି ଜୁନ୍ ୧୦ ରେ ତେବେ କଣ କଣ ମନା ରହିଛି କରିବା ପାଇଁ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ଆମେ ସମସ୍ତେ ଜାଣିଚୁ ଏକ ବର୍ଷ ଅଥବା ୩୬୫ ଦିନ ମଧ୍ୟ ରେ ଦୁଇ ଥର ଚନ୍ଦ୍ର ଗ୍ରହଣ ହୋଇଥିବା ବେଳେ ଦୁଇଥର ସୂର୍ଯ୍ୟ ଗ୍ରହଣ ହୋଇଥାଏ ।ଯଦି କୌଣସି ବ୍ରାହ୍ମଣ ଅବା ପଣ୍ଡିତ ଆଦି ଙ୍କ କଥା ଅନୁସାରେ ଆମେ ଯିବୁ ତେବେ ଏହି ସମୟ ଟି ସମସ୍ତଙ୍କ ପାଇଁ ବହୁତ୍ ଖରାପ ହୋଇଥାଏ ଏହି ସମୟରେ ନକାରାତ୍ମକ ଶକ୍ତି ମାନ ପ୍ରକାଶ ପାଇଥାଏ ଯାହା ସମସ୍ତଙ୍କ ଶରୀର କୁ  ବହୁତ୍ ଜଲ୍ଦୀ ଖରାପ କରିଦେଇଥାଏ ।ହେଲେ ଯଦି ଆମେ ବିଜ୍ଞାନ ହିସାବ ରେ ଯିବୁ ତେବେ ସୂର୍ଯ୍ୟ ହୁଅନ୍ତୁ ଅବା ଚନ୍ଦ୍ର ତାଙ୍କର ପ୍ରଖର କିରଣ ରହିଥାଏ ।ତାଙ୍କ କିରଣ ବଳ ରେ ଯେତିକି ବଡ଼ ବ୍ୟାକ୍ଟେରିଆ ମାନ ଥାଆନ୍ତି ସେମାନେ ମାରି ଯାଇଥାନ୍ତି ହେଲେ ଏହି ଦିନ ଗୁଡ଼ିକ ରେ ସୂର୍ଯ୍ୟ ଅବା ଚନ୍ଦ୍ର ସମ୍ପୂର୍ଣ ରୂପେ ଢାଙ୍କି ହୋଇ ଯାଆନ୍ତି ଯାହା ପାଇଁ ସମସ୍ତ ବ୍ୟାକ୍ଟେରିଆ,ଭାଇରସ ମାନେ ସମସ୍ତେ ସତେଜ ହୋଇ ଉଠନ୍ତି ।ତେଣୁ ଏହି ସବୁ ଗ୍ରହଣ କେବେ ,କଣ,କେତେ ସମୟରେ ହେବା ଏବଂ ଏହି ସମୟରେ କଣ କଣ ନିଷେଧ ରହିଛି ଚାଲନ୍ତୁ ଜାଣିବା ।

 

ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିଥାଏ ।ଏହି ବର୍ଷ ରେ ସମୁଦାୟ ୪ଟି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ମିଳିବ ସେଥି ମଧ୍ୟ ରୁ e ପୂର୍ବ ରୁ କହିବା ଭଳି ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ରହିଥାଏ।ଏହି ବର୍ଷ ଅର୍ଥାତ୍ ୨୦୨୧ ବର୍ଷ ର ଆସନ୍ତା ଜୁନ ମାସ ୧୦ ତାରିଖ ରେ ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମିଳିବ ।ଏହି କିରଣ ଟି ସବୁ ଠାରୁ ଅଧିକ ଗର୍ଭବତୀ ମହିଳା ଙ୍କ ଉପରେ ପକାଇଥାଏ।ଏହି ନକରାର୍ତ୍ମକ ପାଇଁ ଏମିତି କିଛି ଘଟଣା ଘଟିବା ପାଇଁ ଯାଉଚି ।ତେଣୁ ସମସ୍ତେ ଏହି ସମୟ  ନିଜକୁ ସୁରକ୍ଷା ରେ ସହକାରେ ରଖିବା ନିହାତି ଆବଶ୍ୟକ ।

 

ଏହି ସୂର୍ଯ୍ୟ ପରାଗ ର ସଠିକ୍ ସମୟ ଅର୍ଥାତ୍ ହାଣ୍ଡି ଛାଡ଼ ସମୟ ହେଉଚି କି ଏହି ସୂର୍ଯ୍ୟ ପରାଗ ଟି ଭାରତ ରେ ଆଂଶିକ ଭାବେ ଦୃଶ୍ୟମାନ ହେବ ।ଏହି ପରାଗ ଲାଗିବ ର ସମୟ ସୀମା ରହୁଛି ଅପରାହ୍ନ ୧.୪୨ ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ ଯାଏଁ ରହିବ ।ଏହି ପରାଗ ଟି ମହାକାଶ ରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ରହି ପାରିବ ତେଣୁ ଏଥି ପାଇଁ କଣ କଣ ସତର୍କତା ଅବଲମ୍ବନ କରିବା ରେ ରହିଛି ଚାଲନ୍ତୁ ଜାଣିବା ଏହି ସମୟରେ ଗର୍ଭବତୀ ମହିଳା ଓ ଛୋଟ ଛୋଟ ଶିଶୁ ମାନଙ୍କୁ ମଧ୍ୟ ।କାରଣ ଏହି ସମୟରେ ଗର୍ଭବତୀ ମହିଳା ମାନଙ୍କ ଶରୀର ବହୁତ୍ ଦୁର୍ବଳ ହୋଇ ଯାଇଥାଏ ।ତେଣୁ ଏହି ସମୟରେ ଘରୁ ବାହାରିବା ଅନୁଚିତ୍।ଏହି ପରାଗ ଲାଗିବ ର ୧୨ ଘଣ୍ଟା ପୂର୍ବରୁ ହାଣ୍ଡି ଛଡ଼ା କରା ଯାଇଥାଏ ତେଣୁ ଏହା ର ପ୍ରଭାବ ଆମେରିକା , ଚିନ ଆଦି ଅଞ୍ଚଳରେ ଅଧିକ ପରିମାଣରେ ଆସିବ ନାହିଁ ବୋଲି ସୂଚନା ମିଳିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *