ଏହି ଭାରତୀୟ ଖେଳାଳିଙ୍କୁ ମାତ୍ର ଗୋଟିଏ କାନରେ ଶୁଭେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯୁବ କ୍ରିକେଟର ୱାସିଙ୍ଗଟନ ସୁନ୍ଦର ଙ୍କ ଏକ ଭୟଙ୍କର ରୋଗ ଏବଂ ତାଙ୍କ ନାମ କରଣ ରହସ୍ୟ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଯୁବ କ୍ରିକେଟ ର ତାରକା ୱାସିଙ୍ଗଟନ ସୁନ୍ଦର ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ସେ ନିଜର ପାରଦର୍ଶିତା କୁ କିଭଳି ଭାବେ ଗତ ଅଷ୍ଟ୍ରେଲିଆ ସିରିଜ ରେ ପ୍ରଦର୍ଶନ କରି ଦେଖାଇ ଦେଇ ଥିଲେ । ତେବେ ଅଶ୍ୱିନୀ ୪ଥ ସିରିଜ ଖେଳି ନଥିଲେ । ତେବେ ତାଙ୍କ ବଦଳ ରେ ସେ ଅଷ୍ଟ୍ରେଲିଆ ସିରିଜ ର ୪ଥ ମ୍ୟାଚ ରେ ଖେଳି ନିଜର ପାରଦର୍ଶିତା ଦେଖାଇ ଥିଲେ । 

 

ଯାହା ଫଳରେ ବର୍ତ୍ତମାନ ସେ ସବୁଠାରୁ ଅଧିକ ଉପରକୁ ଯିବାରେ ଲାଗିଛନ୍ତି । ତେବେ ଏଭଳି ସ୍ଥଳେ ତାଙ୍କର ଏକ ରୋଗ ଅଛି ଯାହା ଦ୍ୱାରା ସେ କେବଳ ଗୋଟେ କାନ ରେ ଶୁଣି ପାରନ୍ତି ।  ତେବେ ଏଭଳି ସ୍ଥଳେ ତାଙ୍କର ଖେଳରେ କୌଣସି ଅସୁବିଧା ହୁଏ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । 

 

ତେବେ ତାଙ୍କ ନାମ ପଛରେ ଥିବା ରହସ୍ୟ ଟି ହେଉଛି ତାଙ୍କ ବାପା ୱାସିଙ୍ଗଟନ ନାମକ  ଜଣେ ଲୋକ ପାଖରୁ ବହୁତ ସୁବିଧା ପାଇଥିଲେ ତେବେ ସେହି ଲୋକ କୁ ତାଙ୍କ ବାପା କେବେବି ଭୁଲି ପାରିବେ ନାହିଁ । ସେଥିପାଇଁ ତାଙ୍କର ନାମ କୁ ମନେ ରଖିବା ପାଇଁ ୱାସିଙ୍ଗଟନ ସୁନ୍ଦର ରଖିଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *