ଏହି ଭାରତୀୟ ବୋଲର ଙ୍କ ମା ବିକୁଛନ୍ତି ଏବେ ବି ଚିକେନ୍ ପୁଅ ଟିମ ଇଣ୍ଡିଆ ର ଷ୍ଟାର ବୋଲର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାରତୀୟ ବୋଲର ଟି.ନଟରାଜନ ପ୍ରେରଣା ଦାୟୀ ବାସ୍ତବ ଜୀବନ ର କାହାଣୀ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଭାରତୀୟ ବୋଲର ଟି.ନଟରାଜନ ହେଉଛନ୍ତି ତାମିଲନାଡୁ ରୁ ଏକ ଗରିବ ଘରୁ ଆସିଥିବା ଅତି ନିରୀହ ଏବଂ ଶାନ୍ତ ପିଲା ଟିଏ । ତେବେ ସେ ନିଜର ଜୀବନ କାଳ ଭିତରେ ଆଜି ଯେଉଁ ଉଚ୍ଚ ସ୍ଥାନ ରେ ସେ ଅବତୀର୍ଣ୍ଣ ହୋଇଛନ୍ତି । ସେଥିପାଇଁ ସେ କେତେ ସଂଘର୍ଷ କେତେ ଦୁଃଖ କେତେ କଷ୍ଟ ସହିଛନ୍ତି ତାହା ତାଙ୍କ ଠାରୁ ଆଉ ଭଲସେ କେହି କହିପାରିବେନି । 

 

ଇଣ୍ଡିଆ ଟିମ କୁ ସିଲେକ୍ସନ ହେବା କୈଣସି ଛୋଟ କଥା ଯାହା ପାଇଁ ସେ ନିଜ କୁ କ୍ରିକେଟ ପାଇଁ  ସମ୍ପୂର୍ଣ୍ଣ ଦେଇଦେଇଥିଲେ । ତେବେ ତାଙ୍କ ବାପା କୁଲି କାମ କରୁଥିବା ବେଳେ ମା ମାର୍କେଟ କଡ଼ରେ ଚିକେନ୍ ବେପାର କରନ୍ତି । ତେବେ ଏକ ଅତି ଗରିବ ଘରୁ ଆସିଥିବା ନତରାଜନ ନିଜେ ପଢିବା ସହ ଘରେ ଘରେ ପେପର ଏବଂ କ୍ଷୀର ବାଣ୍ଟୁଥିଲେ ।

 

 ତେବେ ସେ ଟେନିସ ବଲ ରୁ ଆରମ୍ଭ କରିଥିବା ନିଜ କ୍ୟାରିଅର ବର୍ତ୍ତମାନ ଅଷ୍ଟ୍ରେଲିଆ ସିରିଜ ର ରବର ବଲ ରେ କରିଥିବା ଭଲ ପ୍ରଦର୍ଶନ ପର୍ଯ୍ୟନ୍ତ ଗତି କରିଛି । ତେବେ ଭଗବାନ ତାଙ୍କ ଭାଗ୍ୟରେ କଣ ଲେଖିଛନ୍ତି ତାହା ଆପଣ ଆଗକୁ ଜାଣିବେ । ଏହା ଥିଲା ତାଙ୍କର ସଂଘର୍ଷ ର ଦୁଃଖଦ କାହାଣୀ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *