ଏହି ଭିଡ଼ିଓ କୁ ଦେଖନ୍ତୁ ଓ ବହୁତ ମାତ୍ରାରେ ସେୟାର କରନ୍ତୁ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ଜଣେ ଭଉଣୀ ନିଜ ଭାଇ କୁ ଭିଡ଼ିଓ କଲ କରି ତାଙ୍କୁ ସେଠାରୁ ନେଇ ଯିବାକୁ କହିବା ସହ ସେ କିଭଳି ଭାବେ  ଅସହାୟ ହୋଇ ପଡିଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଘୁରି ବୁଲୁଛି । ଯେଉଁଥିରେ ଜଣେ ଝିଅ ନିଜର ଭାଇ ପାଖକୁ ଏକ ଭିଡ଼ିଓ କଲ କରି ତାକୁ ସେଠାରୁ ନେଇ ଜୀବାକୁ କହିବା ସହିତ ସେ ତାଙ୍କୁ ସେଠାରେ ମାରିଦେବେ ବୋଲି ମଧ୍ୟ କହୁଛନ୍ତି । ତେବେ ଘଟଣା ଟି କିଛି ଏପରି ଥିଲା କି ୧୯ ବର୍ଷୀୟ  ଝିଅ ଜଣକ ଜାନୁଆରୀ ୨୯ ତାରିଖ ଦିନ ଘରୁ ଟିଉସନ ଅଭିମୁଖେ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲା । 

 

ଘର ଲୋକ ବାଣପୁର ଥାନା ରେ ଏତାଲା ଦେବା ପରେ ବି ଥାନା ଵାଲା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ତେବେ ଝିଅ ଯିବାର ଦୁଇ ମାସ ବିତି ଗଲା ପରେ ଝିଅ ନିଜର ଭାଇ ମୋବାଇଲ କୁ ଏକ ଭିଡ଼ିଓ ପଠାଇ ଥିଲା । ଯେଉଁଥିରେ ସେ କାନ୍ଦି କାନ୍ଦି ତା ଭାଇ କୁ କହୁଛି ତାକୁ ସେଠାରୁ ନେଇ ଯିବା ପାଇଁ । ତେବେ ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ  ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *