ଏହି ଭିଡିଓ ହେଲା ସୋସିଆଲ ମିଡ଼ିଆ ରେ ଭାଇରଲ । କୁନି ତାରା ତାରିଣୀ ଙ୍କ ସରପ୍ରାଇଜ଼….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡିଶା ଖବର ପୋର୍ଟାଲ କୁ ସ୍ୱାଗତ | ଆସନ୍ତୁ ଜାଣିବା ତାରା ତାରିଣୀ ଧାରାବାହିକ ରେ କୁନି ତାରିଣୀ ଏବଂ ବୀର କେମିତି ମସ୍ତି କରୁଛନ୍ତି  | ଖବର ସମ୍ପୂର୍ଣ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ | 

 

ବନ୍ଧୁଗଣ ଆପଣ ଜାଣିଥିବେ ତରଙ୍ଗ ରେ ପ୍ରସାରିତ ଓଡ଼ିଆ ଧାରାବାହିକ ତାରା ତାରିଣୀ ସମସ୍ତଙ୍କ ଘରେ ସମସ୍ତଙ୍କର ପସନ୍ଦର ଧାରାବାହିକ | ତେବେ ତାରା ତାରିଣୀ ଧାରାବାହିକ ରେ ଗୋଟେ ବଡ ଉପହାର ରହିଛି ତାରିଣୀ ଆଉ ରପୁମ ଙ୍କ ପାଇଁ | ତେବେ ଆଜି ରାତିରେ ଆପଣ ଦେଖିବା ପାଇଁ ପାଇବେ ତାର ଆଉ ବୀର ମିଶି କଣ ଉପହାର ରଖିଛନ୍ତି ରୁପମ ଏବଂ ତାରିଣୀ ଙ୍କ ପାଇଁ | ଯାହାକି ରୁପମ ଙ୍କ ଅଭିନୟ କରୁଛନ୍ତି ତାରା ଏବଂ ତାରିଣୀ ଙ୍କ ଅଭିନୟ କରୁଛନ୍ତି କୁନି ତାରିଣୀ | ଏମିତି ସେ ତାଙ୍କ ବାପା ମା ଙ୍କ ପାଇଁ ସର୍ଵପ୍ରାଇଜ଼ୀ ପ୍ଲାନ କରିଛନ୍ତି ବୀର , ତାରା ଏବଂ ତାରିଣୀ |

 

ଯଦି ଆପଣ ତାରା ତାରିଣୀ ଧାରାବାହିକ ଦେଖୁଛନ୍ତି ତେବେ ଏହି  ଭାଗ କୁ ନିହାତି ଭାବେ ଦେଖନ୍ତୁ | ଯାହାକି ଏହି  ଭାଗ ଟି ବହୁତ ମଜାଦାର ଅଟେ ଆପଣ ଙ୍କୁ ଏହି ଭାଗ ବହୁତ ପସନ୍ଦ ଆସିବ | ଆପଣ ଦେଖି ଥିବେ ଏହି ଧାରାବାହିକ ରେ ତାରା , ତାରିଣୀ ଏବଂ ବୀର ମିଶି ସବୁବେଳେ କିଛି ନ କିଛି ପ୍ଲାନ କରିଥାନ୍ତି କେତେବେଳେ ଘର ର ହିତ ପାଇଁ ତା କେତେବେଳେ ମଜା ମସ୍ତି ପାଇଁ | ଏମିତି ଆଗକୁ ତାରା ତାରିଣୀ ଧାରାବାହିକ ଦେଖି ଚାଲନ୍ତୁ ଏବଂ ମଜା ନେଇ ଚାଲନ୍ତୁ |

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *