ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ମୁମ୍ବାଇ ର ସିଦ୍ଧି ବିନାୟକ ମନ୍ଦିର ରେ ଏକ ଅଭାବନିୟ ଘଟଣା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ କୁକର ଏବଂ ତାହାର କାରନାମା ବିଷୟରେ ଜାଣିଥିବେ । ତେବେ କୁକୁର ମଣିଷ ର ସବୁଠାରୁ ବିଶ୍ବସ୍ତ ପ୍ରାଣୀ ବୋଲି କୁହାଯାଇଥାଏ । ତେବେ କଣ ଆପଣ ଜାଣନ୍ତି କୁକୁର କୁ ପୂଜା କରାଯାଏ ଏବଂ ତାହା ପୁଣି ଗଣେଶ ଙ୍କ ମନ୍ଦିର ରେ । ହଁ ଆଜ୍ଞା କଥା ଟା ବିଶ୍ୱାସ ନହେଉଥିଲେ ବି ସତ୍ୟ ଅଟେ । ଗତ କିଛି ଦିନ ହେବ ମୁମ୍ବାଇ ର ଏହି ଘଟଣା ସୋସିଆଲ ମିଡ଼ିଆ ରେ ହଟ ଚମଟ ସୃଷ୍ଟି କରିଛି । ତେବେ ଏହି ଘଟଣା ଟି ହେଉଛି ଏପରିକି ।
ମୁମ୍ବାଇ ର ସିଦ୍ଧି ବିନାୟକ ମନ୍ଦିର ରେ ଶ୍ରଦ୍ଧାଳୁ ମାନେ ଭଗବାନ ଙ୍କ ଦର୍ଶନ ପରେ ବାହାରକୁ ଆସିବା ବେଳେ ଭଗବାନ ଙ୍କ ଦ୍ୱାର ଦେଶ ରେ ଏକ କୁକୁର ବସିଅଛି ସେହି ବାଟ ଦେଇ ଯାଉଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ସେ ଆଶ୍ରିବାଦ ଦେଉଅଛି । ତେବେ ଘଟଣା ଟି ଅବିଶ୍ୱାସ ଲାଗୁଥିଲେ ବି ସତ୍ୟ ଏବଂ ସେଠାକାର ଲୋକ ମାନଙ୍କ କହିବା କଥା ହେଲା କୁକୁର ରୂପ ରେ ଭଗବାନ ଆସି ସେହି ସ୍ଥାନ ରେ ବସିଥିବାର ଚର୍ଚ୍ଚା ହେବା ସହ ସେହି କୁକୁର କୁ ସେହି ସ୍ଥାନ ରେ ପୂଜା କରାଯାଉଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।