ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଅର୍ଚ୍ଚିତା ଙ୍କୁ କାହିଁକି ମିଡ଼ିଆ ସାମ୍ନାରେ କଣ ପାଇଁ ସବ୍ୟସାଚୀ କରାଇଲେ ପ୍ରମିଜ ଓ କଣ ଏହି ପ୍ରମିଜ ଓ ଅର୍ଚ୍ଚିତା କଣ କହିଲେ ଏହାର ଉତ୍ତରରେ ଆସନ୍ତୁ ଜାଣିବା ।
ସବ୍ୟ ଓ ଅର୍ଚ୍ଚିତା ଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ରାଜସ୍ଥାନ ରେ ବିବାହ ସମ୍ପର୍ଣ୍ଣ ହେଲା ଓ ଏହା ପରେ ଦୁଇଜଣ ଖୁବ ବୁଲିଲେ ରାଜସ୍ଥାନ ଓ ଗତ କାଲି ଆସି ପହଁଚିଲେ ଓଡିଶା ରେ ସେଠାରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଓ ମିଡ଼ିଆ ଭାଇ ମାନେ ମଧ୍ୟ ତାଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲେ ଓ ଠିକ ଏତିକି ବେଳେ ସବ୍ୟସାଚୀ ମିଡ଼ିଆ ସାମ୍ନା ରେ
ଅର୍ଚ୍ଚିତା ଙ୍କୁ କହିଲେ ଯେ ଯେମିତି ସେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ସେମିତି ଆଗକୁ ମଧ୍ୟ ସେ କରିବେ କିନ୍ତୁ ତମେ କେବେ ମତେ ଅଟକେଇ ବନି ମତେ ଏହି କାର୍ଯ୍ୟ ରୁ ଅର୍ଚ୍ଚିତା ମଧ୍ୟ ଜବାବ ରେ କହିଛନ୍ତି ଯେ ଏହି କାମରେ ଦୁଇଟି ହାତ ମିଶିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।