ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ ।ଆଜି ଆମେ ଜାଣିବା ଭାରତୀୟ କ୍ରିକେଟ୍ ଦଳ ର ସବୁଠାରୁ କମ ପାଠ ପଢି ଥିବା ଭାରତୀୟ ଖେଳାଳି ମାନଙ୍କ ବିଷୟ ରେ । ଏହା ବିଷୟ ରେ ସମ୍ପୂର୍ଣ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ଆପଣ ମାନେ ସବୁବେଳେ ସୋସିଆଲ ମିଡିଆରେ ରେ ଲାଗି ରହିଥିବେ କ୍ରିକେଟର ହୁଅନ୍ତୁ ଅବା ସିନେମା କଳାକାର ହୁଅନ୍ତୁ ସେମାନେ ସବୁବେଳେ ସେମାନଙ୍କ ର ପାଠ ପଢା କୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ପରିହାସ ର ଶିକାର ହୋଇଥାନ୍ତି । ସେମିତି ୫ଜଣ ଭାରତୀୟ ଖେଳାଳି ମାନଙ୍କ ବିଷୟ ରେ ଜାଣିବା ଜଉ ମାନଙ୍କ ର ଶିକ୍ଷାଗତ ଯୋଗ୍ୟତା ବହୁତ୍ କମ।
ପ୍ରଥମେ ଆସିବେ କ୍ରିକେଟ୍ ର ଭଗବାନ ସଚିନ ତେନ୍ଦୁଲକର । ସେ ୧୬ ବର୍ଷ ବୟସରେ ରେ ଭାରତ ଦଳ ପାଇଁ ଖେଳି ଥିଲେ ସେଥିପାଇଁ ସେ ତାଙ୍କ ପାଠ ପଢ଼ାରେ ମନୋନିବେଶ କରିପାରିନଥିଲେ । ତାଙ୍କ ର ମାତ୍ରା ଶିକ୍ଷାଗତ ଯୋଗ୍ୟତା 10ଥ ପାସ।
ଦ୍ଵିତୀୟ ରେ ଆସିବେ ବିରାଟ ଲୋହିଲ୍ ଯିଏ ବିଶ୍ଵ ରେ ବର୍ତ୍ତମାନ ର ଜଣେ ଭଲ ବେଟସ୍ମେନ୍। ଜିକି ଆଇସିସିଆଇ ରେଙ୍କ ମଧ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ର ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ମାତ୍ର +2 ବି ପାସ କରି ପାରି ନାହାଁନ୍ତି।
ତୃତୀୟ ରେ ଏବେ ଆଲୋଚନା କରିବା ମହେନ୍ଦ୍ର ସିଂ ଧୋନି ଙ୍କ ବିଷୟ ରେ ଯିଏ ଜଣେ ଭଲ betsmen ଭଲ ୱିକେଟ୍ କିପେର ଏବଂ ଜଣେ ସଫଳ ଅଧିନାୟକ ଅଟନ୍ତି । ଯଦି ଧୋନି ଙ୍କ ଶିକ୍ଷା ଗତ ଯୋଗ୍ୟତା ଦେଖିବା ତେବେ ଦ୍ଵାଦଶ ପାସ ବା +2 ପାସ।
ଚତୁର୍ଥ ରେ ଜାଣିବା ଭାରତ କ୍ରିକେଟ୍ ଟିମ୍ ର ସିକ କିଂ ଭାବେ ଜଣା ଜଣ ଶୁଣା ଯୁବରାଜ ସିଂ ଙ୍କ କଥା। ଯିଏ ଜଣେ ଭଲ ଏବଂ ଧର୍ଯ୍ୟ ବାନ ଖେଳାଳି ଥିଲେ ଯିଏ କି ଭାରତ ପାଇଁ ଦୁଇ ଟି ୱାଲ୍ଡ କପ୍ ଭାରତ ପାଇଁ ନିଜ ଦମ୍ ରେ ଆଣି ଦେଇଥିଲେ । ତାଙ୍କ ର ଶିକ୍ଷା ଗତ ଯୋଗ୍ୟତା ଦେଖିଲେ ମାତ୍ରା 10ଥ ପାସ।
ପଞ୍ଚମ ରେ ଭାରତ ଖେଳାଳି ଙ୍କ ମଧ୍ୟ ରେ ପ୍ରଥମ ଟି -୨୦ ଶତକ ମାରିଥିବା ଭାରତୀୟ ଖେଳାଳି ସୁରେଶ ରାଇନା। ତାଙ୍କ ର ଶିକ୍ଷାଗତ ଯୋଗ୍ୟତା ମାତ୍ର 10ଥ ପାସ । ଏମିତି କିଛି ଥିଲା ଭାରତୀୟ ଖେଳାଳି ଙ୍କ ଶିକ୍ଷାଗତ ଯୋଗ୍ୟତା
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।