ଏହି ୫ ଟି ରାଶି ପାଇଁ ଖୁସି ଖବର । ବଦଳିବାକୁ ଯାଉଛି ଏମାନଙ୍କ ଭାଗ୍ୟ,ହେବାକୁ ଯାଉଛନ୍ତି ଏମାନେ କୋଟିପତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ । କିପରି ଏହି ୫ ଟି ରାଶି  ର ଭାଗ୍ୟ ହେବାକୁ ଯାଉଛି ପରିବର୍ତ୍ତନ, ଘଟିବାକୁ ଯାଉଛି ମହା ସଂଯୋଗ ହେବାକୁ ଯାଉଛନ୍ତି କୋଟିପତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ଆମ୍ଭେ ମାନେ ଜାଣିଛନ୍ତି ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ ବୋଲି କୁହାଯାଏ ।  ପ୍ରତେକ ମଣିଷ ଏହା ଚାହିଥାଏ ଯେ ତାହାର ଉପରେ ମାତା ଲକ୍ଷ୍ମୀଙ୍କ ର ଅପାର କୃପା ଦ୍ରୁଷ୍ଟି ସଦା ସର୍ବଦା ରହିଥାଉ । ଯେମିତିକି ତାର ଜୀବନ ରେ କେବେବି ସୁଖ ସବୃଦ୍ଧି ର ଅଭାବ ନରହୁ । 

 

ବର୍ତ୍ତମାନ ଜ୍ୟୋତିଷ ଙ୍କ ଅନୁସାରେ ଗ୍ରହ ମାନଙ୍କ ର ଚଳନ କାରଣ ରୁ ଏଭଳି ମୋହା ସଂଯୋଗ ବନୁଛି , ଆସନ୍ତା କାଲିଠାରୁ ମାତା ଲକ୍ଷ୍ମୀ ଓ ଭଗବାନ ଶନିଦେବ ଏକା ସହିତ ଏହି ୫ ଟି ରାଶି ମାନଙ୍କ ଉପରେ ପ୍ରସନ୍ନ ହେବେ ଯାହା ଫଳରେ ସେହି ରାଶି ମାନଙ୍କ ର ଭାଗ୍ୟ ଏବେ ଚମକିବାକୁ ଯାଉଛି । ତେବେ ଆସନ୍ତୁ ସେହି ୫ ଟି ରାଶି ମାନଙ୍କ ବିଷୟ ରେ ଜାଣିବା ।

 

ମେଷ- ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । କ୍ରମକ୍ଷେତ୍ରରେ ପ୍ରଶଂସା ହେବ । ବ୍ୟବସାୟରେ ବନ୍ଧୁତ୍ଵ ଦ୍ଵାରା ଆପଣ ବହୁତ ଲାଭ ବାନ ହେବେ । କୃଷି କାର୍ଯ୍ୟରେ ଉନ୍ନତି କରିବେ । ମହିଳା ଏବଂ ବିଦ୍ୟାର୍ଥୀ ମାନେ ଆନନ୍ଦରେ ସମୟ କାଟିବେ ।

 

କନ୍ୟା-  ଏହି ବର୍ଷରେ ଜୀବନରେ ଏପର୍ଯ୍ୟନ୍ତ ଯାହା ସମସ୍ୟା ରହିଥିଲା ତାହା ସବୁ ଦୂର ହୋଇଯିବ ଓ ଉନ୍ନତିର ନୂଆ ରାସ୍ତା ଆପଣଙ୍କୁ ମିଳିବ । ଏହି ସମୟ ବ୍ୟାପାରିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେବ । ଧନ ଲାଭର ଯୋଗ ବନୁଛି ।

 

ତୁଳା- ବ୍ୟବସାୟରେ ଆପଣଙ୍କ ଉନ୍ନତି ଘଟିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ସନ୍ତୁଷ୍ଟ ହେବେ । ମହିଳା ଏବଂ ବିଦ୍ୟର୍ଥୀମାନେ ଆନନ୍ଦରେ ସମୟ କାଟିବେ । ଯେଉଁ ଲୋକ ପ୍ରଥମରୁ ଚାକିରି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କୁ କୌଣସି ବଡ ଧରଣର ଖୁସିର ଖବର ଶୁଣିବାକୁ ମିଳିବ ।

 

ମକର-  ଏହି ବର୍ଷରେ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ଛାତ୍ରମାନେ ପାଠପଢାରେ ବହୁତ ଭଲ କରିବେ । ତୀର୍ଥ ଯାତ୍ରା କରିପାରନ୍ତି । ଚୋରର ଭୟ ଥିବାରୁ ସାବଧାନ ଭାବରେ ଚାଲନ୍ତୁ । ବ୍ୟବସାୟୀମାନେ କର୍ତବ୍ୟ ପଥରେ ଆଗେଇ ଯିବେ । ଦାମ୍ପତ୍ୟ ଜୀବନ ସୁଖମୟରେ କଟିବ । ମା ବାପାଙ୍କ ଆଶ୍ରିବାଦ ରହିଥିବାରୁ ସବୁ କାର୍ଯ୍ୟରେ ଉନ୍ନତି କରିବେ ।

 

ମୀନ- ପରିବାରେ ଅଶାନ୍ତି ଲାଗି ରହିବ । ସ୍ଵାସ୍ଥ୍ୟର ଅବନତି ଦେଖା ଦେଇପାରେ । କର୍ମ କ୍ଷେତ୍ରରେ ତଥା ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଛାତ୍ର ଛାତ୍ରୀମାନେ ପଢା ପ୍ରତି ବହୁତ ଭଲ କରିବେ । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ସମ୍ପୂର୍ଣ ବର୍ଷଟି ମହିଳାମାନଙ୍କ ପାଇଁ ଶୁଭ ସାବସ୍ତ୍ୟ ହେବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *