ଏହି ୫ ଟି ଲକ୍ଷଣ ଥିବା ନାରୀ ସଦା ସର୍ବଦା ଗୃହ ତଥା ସ୍ୱାମୀ ପାଇଁ ଅଲକ୍ଷ୍ମୀ ହୋଇଥାଆନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏଭଳି ୫ ଟି ଲକ୍ଷଣ ଥିବା ନାରୀ ମାନଙ୍କ ବିଷୟରେ ଯେଉଁମାନେ ସଦା ସର୍ବଦା ଗୃହ ପାଇଁ ଅଲକ୍ଷ୍ମୀ ହୋଇଥାନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ନାରୀ ମାନେ ଘରର ଅଲଷ୍ମୀ ହୋଇଥାନ୍ତି । ଯେଉଁ ମାନେ ଯେତେବେଳେ ଚରିତ୍ରହୀନ କାମ କରନ୍ତି ।  ତେବେ ଏହା ସିଧା ସଳଖ ତାଙ୍କ ର ସ୍ୱାମୀ ଙ୍କ ଉପରେ ପ୍ରଭାବ ପକାଇ ଥାଏ । କାରଣ ଶିବ ପୁରାଣ ଅନୁସାରେ ସ୍ୱାମୀ ର ଅର୍ଧ ଅଙ୍ଗ ହେଉଛି ସ୍ତ୍ରୀ । ତେବେ ସେଥିପାଇଁ ତ ମହାଦେଵ ଙ୍କୁ ଅର୍ଦ୍ଧନାରେଶ୍ୱର ମଧ୍ୟ କୁହାଯାଏ । 

 

ତେବେ ଆସନ୍ତୁ ଜାଣିବା ଯଦି ଚରିତ୍ର ହୀନ ନାରୀ ମାନଙ୍କ ର ୫ ଟି ଲକ୍ଷଣ ବିଷୟରେ । ଯାହା ସ୍ୱାମୀ ତଥା ପରିବାର କୁ ଛାର ଖାର କରିଦିଏ ।  ପ୍ରଥମତଃ  (୧)ଯେଉଁ ନାରୀ ମାନେ ସଦା ସର୍ବଦା ଅନ୍ୟ ପୁରୁଷ କିମ୍ବା ନିଜ ସ୍ୱାମୀ ଙ୍କ ଠାରେ ସନ୍ତୁଷ୍ଟି ପ୍ରକାଶ କରନ୍ତି ନାହିଁ । (୨) ସେମାନେ ସଦା ସର୍ବଦା ଅନ୍ୟ ର ଅମଙ୍ଗଳ ଚାହ୍ନିବା ସହ ଅନ୍ୟ ଖରାପ ଚିନ୍ତା କରନ୍ତି ।

 

 (୩) ଯେଉଁ ମାନେ  ଅନ୍ୟ ପୁରୁଷ ପାଖରେ ନିଜର ଶରୀର କୁ ସମର୍ପଣ କରିବା ପାଇଁ ଚିନ୍ତା କରନ୍ତି । (୪) ସ୍ଵାମୀ କୁ କେବେହେଲେ ଭଲ ରେ କଥା ନ ହେବା ସ୍ୱାମୀ କୁ ଖୁସି ନ ଦେଖିବା ସ୍ୱାମୀ ଅମଙ୍ଗଳ କଥା ଚିନ୍ତା କରନ୍ତି ।(୫) ଯେଉଁ ମାନେ ସଦା ସର୍ବଦା ନିଜର ସଉକ ପୁରା କରାଇବାକୁ ଘରେ ଝଗଡା କରନ୍ତି । ସେହି ନାରୀ ମାନେ ସାଧାରଣତଃ ଅଲକ୍ଷ୍ମୀ ହୋଇଥାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *