ଏହି ୫ ପ୍ରକାର ର ବ୍ୟକ୍ତି ତାଙ୍କ ଜୀବନ ରେ କେବେହେଲେ ବି ଧନୀ ହୋଇ ପାରିବେନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏଭଳି ୫ ଜଣ ବ୍ୟକ୍ତି ଙ୍କ ବିଷୟରେ ଯେଉଁ ମାନେ ଜୀବନ ରେ କେବେହେଲେ ବି ଧନୀ ହୋଇ ପାରିବେନି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ୫ ଜଣ ବ୍ୟକ୍ତି ଙ୍କ ବିଷୟରେ କୁହାଯାଇଛି । କେଉଁ ମାନେ ଜୀବନ ରେ ସେମାନଙ୍କ କାର୍ଯ୍ୟ ପାଇଁ କେବେହେଲେ ବି କୋଟିପତି ହୋଇପାରିବେ ନାହିଁ । ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ ।

 

(୧) ସବୁବେଳେ ଆଳସ୍ୟ ରେ ରହୁଥିବା ବ୍ୟକ୍ତି ଜୀବନ ରେ କେବେହେଲ ବି ଜୀବନ ରେ ଧନୀ ହୋଇପାରିବେ ନାହିଁ ।

(୨) ଯେଉଁ ମାନଙ୍କ ପାଖରେ ଭଲ ପୋଷାକ ଥାଇ ସବୁବେଳେ ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତି କେବେହେଲେ ବି ଧନୀ ହୋଇପାରିବେ ନାହିଁ ।

(୩) ସବୁବେଳେ ରାଗୁଥିବା ବ୍ୟକ୍ତି ନିଜର କ୍ରୋଧ ପାଇଁ ଜୀବନରେ କେବେହେଲେ ବି ଧନୀ ହୋଇପାରିବେ ନାହିଁ ।

 

(୪) ଚୋରି ଟାଉଟରି କରୁଥିବା ବ୍ୟକ୍ତି ତାଙ୍କ ଜୀବନ ରେ କେବେହେଲେ ବି ଧନୀ ହୋଇପାରିବେ ନାହିଁ । ହଁ ସେ ଚୋରି କରି କିଛି ସମୟ ପାଇଁ ଧନୀ ହୋଇ ପାରନ୍ତି କିନ୍ତୁ ସେହି ଟଙ୍କା ସ୍ୱଳ୍ପ ସମୟ ମଧ୍ୟରେ ନଷ୍ଟ ହୋଇଯିବ ।

(୫) ଗର୍ବ କରୁଥିବା ବ୍ୟକ୍ତି କେବେହେଲେ ବି ଧନୀ ହୋଇପାରିବେ ନାହିଁ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *