ଏହି ୭ ଟି ଲକ୍ଷଣ ରୁ ଜାଣନ୍ତୁ ଶନି ଦେବ ଆପଣଙ୍କ ଉପରେ ରୁଷ୍ଟ ହୋଇଛନ୍ତି କି ନାହିଁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ୭ ଟି ଲକ୍ଷଣ ସମ୍ପର୍କରେ ଯାହା ଦ୍ୱରା ଜଣାପଡେ କି ଶନିଦେଵ ଆପଣଙ୍କ ଉପରେ ରୁଷ୍ଟ ହୋଇଛନ୍ତି କି ନାହିଁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଶନି ଦେବ ଙ୍କ ବିଷୟରେ ଆପଣ ମାନେ ଜାଣିଥିବେ । ସେ କେତେ ରାଗି ସେ ବିଷୟରେ ମଧ୍ୟ ଆପଣ ଜାଣିଥିବେ । ତେବେ ସେ ହେଉଛନ୍ତି ନ୍ୟାୟ ର ଦେବତା । ତେବେ ସେ ସଦା ସର୍ବଦା ଅନ୍ୟାୟ ଅଧର୍ମ କରୁଥିବ ଲୋକଙ୍କ ଉପରେ ରୁସ୍ଟ ହୋଇଥାନ୍ତି । ତେବେ ସେଥିପାଇଁ ଶନି ଦେବ ରୁସ୍ଟ ହୋଇଥିବା ରାଶି ମାନଙ୍କ ଉପରେ ଏହି ସୂଚନା ଦ୍ୱାରା ସୂଚାଇ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ସୂଚନା ଗୁଡିକ ବିଷୟରେ ।

(୧) ବୁଦ୍ଧି କମିଯିବ ,ଯାହା ଫଳରେ କଣ କରିବେ କିଛି ଜଣାଇପାରିବେ ନାହିଁ। 

(୨) ଧନ ର ଘୋର ଅଭାବ ପଡିବା ।

(୩) କୌଣସି କାର୍ଯ୍ୟ ରେ ସଫଳତା ମିଳିବ ନାହିଁ। 

(୪) ସବୁ ଛାଡି କି ଚାଲିଯିବେ ।

(୫) ସବୁ ବେଳେ ରୋଗ ବ୍ୟାଧି ଲାଗି ରହିବ ।

(୬) ଘରେ ସବୁବେଳେ କଳି ଝଗଡା ଲାଗି ରହିବ ।

(୭) ସମସ୍ତେ ଛାଡ଼ି ପଳାଇବେ । ସାହାରା ଦେବା ପାଇଁ କେହି ନଥିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *