ଏହି ୯ ଟି କଥା ମରିଗଲେ ବି କାହାକୁ କେବେ କୁହନ୍ତୁ ନାହିଁ । ନହେଲେ କେବେହେଲେ ବି ସଫଳତା ପାଇବେ ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ୯ ଟି କଥା ସମ୍ପର୍କରେ ଯାହା ଜୀବନ ଥିବା ଯାଏ କାହାକୁ କେବେହେଲେ କୁହନ୍ତୁ ନାହିଁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଗୁରୁ ଶୁକ୍ରାଚାର୍ଯ୍ୟ ନିଜ ର ପୁସ୍ତକ ରେ ଲେଖିଛନ୍ତି ଏଭଳି ୯ ଟି କଥା ସମ୍ପର୍କରେ ଯାହା କାହାକୁ କେବେ କହିବା କଥା ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ୯ ଟି କଥା ସମ୍ପର୍କରେ ।

(୧)କେବେହେଲେ ମଣିଷ କୁ ନିଜର ବୟସ ସମ୍ପର୍କରେ କାହାକୁ କହିବା କଥା ନୁହେଁ ।

(୨)କେବେହେଲେ ନିଜର ଘର ର ଝଗଡା ସମ୍ପର୍କରେ କାହାକୁ କହିବା କଥା ନୁହେଁ । ନହେଲେ ଝଗଡା ଅତ୍ୟଧିକ  ହୋଇଥାଏ ।

 

(୩)କେବେହେଲେ ମଣିଷ କୁ ନିଜର ଆୟ ସମ୍ପର୍କରେ କାହାକୁ କହିବା କଥା ନୁହେଁ । ନହେଲେ ଏ ସମାଜ ଆପଣଙ୍କୁ ଆପଣଙ୍କ ଆୟ ଅନୁସାରେ ବ୍ୟବହାର କରିବ ।

(୪)ନିଜର ରୋଗ ସମ୍ପର୍କରେ କାହାକୁ କେବେ କହିବା ଠିକ ନୁହେଁ । ନେହେଲେ ଲୋକ ମାନେ ଆପନଙ୍କୁ ଆପଣଙ୍କ କର୍ମ ଫଳ କହି ମଜାକ ଉଡାଇବେ ।

(୫)କେବେବି ଭୁଲ ରେ ଯାହା ଦାନ କଲେ ତାହା କେବେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ନେହେଲେ ସେ ଦାନ ଫଳ ବ୍ୟର୍ଥ ହୋଇଯିବ ।

 

(୬)କେବେବି ଭୁଲ ରେ ଗୁରୁ ଦେଇଥିବା ମନ୍ତ୍ର ସମ୍ପର୍କରେ କାହାକୁ କୁହନ୍ତୁ ନାହିଁ । ନହେଲେ ସେ ମନ୍ତ୍ର ର ପ୍ରଭାବ କମିଯିବ ।

(୭)କେବେହେଲେ ନିଜର ମାନ ସ୍ନମାନ କଥା କାହାକୁ ଜଣାଇବା ଉଚିତ ନୁହେଁ ।

(୮)କେବେହେଲେ ନିଜର ଲୋକ ମାନଙ୍କୁ ନିଜର ପତ୍ନୀ ଙ୍କ ସହ ମିଳନ ବିଷୟରେ ମଧ୍ୟ କହିବା ଉଚିତ ନୁହେଁ । ଯଦି ଏହା କରିବେ ତେବେ ଏହା ଆପଣଙ୍କ ଦାମ୍ପତ୍ୟ ଜୀବନ ଉପରେ ବହୁ ମାତ୍ରାରେ ପ୍ରଭାବ ପକାଇଥାଏ ।

(୯)ନିଜର ଅପମାନ ସମ୍ପର୍କରେ କାହାକୁ କହିବା ଇଚିତ ନୁହେଁ । ନଚେତ ଅପମାନ ବଢିବା ଆରମ୍ଭ ହୋଇଯିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *