ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆଲୋଚନା କରିବା ଏମିତି କଉ କାମ ଯାହା କରିବା ଦ୍ଵାରା ଘର ହେଇଯିବ କାଙ୍ଗଲ ଏବଂ ଜୀବନ ସାରା କାଙ୍ଗାଳ ହେଇ ରହିଯିବ । ଏହି ବାସ୍ତୁ ଶାସ୍ତ୍ର ବିଷୟରେ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ ଏବଂ ଅନେକ ସମସ୍ୟା ରୁ ମୁକ୍ତି ହେଇଥାଏ । ମଣିଷ ଜୀବନ ରେ ଦାନ କରିବା ଦ୍ୱାରା ଦୁଃଖ କଷ୍ଟ ଦୁର ହେଇଥାଏ । କଣ ଆପଣ ଜାଣିଛନ୍ତି ଏମିତି କିଛି ଜିନିଷ ଅଛି ଯାହା ଦାନ କରିବ ଦ୍ଵାରା ପୁଣ୍ୟ ତ ଦୂରର କଥା ଆପଣ ବଡ଼ ପାପ ର ଅଧିକାରୀ ହେଇ ଥାନ୍ତି ।ତେବେ ବନ୍ଧୁ ଗଣ ଆପଣ ଙ୍କୁ ଏମିତି ୫ ଟି ବସ୍ତୁ ଯାହା ଦାନ କରିବା ଦ୍ୱାରା ଆପଣ ବର୍ବାଦ ହେଇଯିବେ ।
ପ୍ରଥମ ରେ ଝାଡୁ । ଝାଡୁ କେବେ ଦାନ କରନ୍ତୁ ନାହିଁ ଯଦି ଆପଣ ଝାଡୁ ଦାନ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେଇ ଥାନ୍ତି ଏବଂ ଘରେ ବାସ କରନ୍ତି ନାହିଁ ଜଉ କାରଣ ରୁ ବିଭିନ୍ନ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
ଦ୍ଵିତୀୟ ଟି ହେଲେ କୌଣସି ପ୍ରକାର ର ଧାରୁଆ ବାସ୍ତୁ ଯେମିତି ଛୁରୀ ଏମିତି ପ୍ରକାର ର ବସ୍ତୁ ଦାନ କରିବା ଦ୍ୱାରା ଘର ର ସୁଖ ସମୃଦ୍ଧି ଭଙ୍ଗ ହେଇଥାଏ ।
ତୃତୀୟ ଟି ହେଲା ବାସି ଖାଦ୍ୟ । କୁହା ଯାଏ ବସି ଖାଦ୍ୟ ଦାନ କରିବା ଦ୍ୱାରା ଘର ର ସଦସ୍ୟ ରୋଗ ରେ ପଡି ଥାନ୍ତି ଏବଂ ଘରେ ସବୁବେଳେ ବିବାଦ ଲାଗି ରହେ ।
ଚତୁର୍ଥ ରେ କୌଣସି ପୁରୁଣା ପୁସାକ କୌଣସି ବ୍ରାହ୍ମଣ ବା ପଣ୍ଡିତ ଙ୍କୁ ଦାନ କରନ୍ତୁ ନାହିଁ ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହେଇଥାନ୍ତି ଘରେ ବିଭିନ୍ନ ସମସ୍ୟା ଦେଖା ଦେଇ ଥାଏ
ପଞ୍ଚମ ରେ ପ୍ଲାଷ୍ଟିକ ବାଲ୍ଟି ଯାହା ଦାନ କରିବା ଦ୍ୱାରା ଆପଣ ଙ୍କ ର ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଯାଏ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।