ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ। ଆସନ୍ତୁ ଜାଣିବା ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଜେଶ୍ୱରି କେମିତି ପାଳନ କରୁଛନ୍ତି ତାଙ୍କ ର ଜନ୍ମ ଦିନ । ଖବାରି ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଧାରାବାହିକ ଜଗତର ଜଣେ ନାମିଦାମୀ ଏବଂ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ରଜେଶ୍ଵରି । ଯାହାକି ଆଜି ହେଉଛି ରଜେଶ୍ୱରୀ ଙ୍କ ଜନ୍ମ ଦିନ ତେଣୁ ଆମ ପେଜ ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।
ତେବେ ଆସନ୍ତୁ ଦେଖିବା ଓଡ଼ିଆ ଧାରାବାହିକ ଜଗତର ଅଭିନେତ୍ରୀ ରଜେଶ୍ଵରୀ କେମିତି ତାଙ୍କର ଜନ୍ମ ଦିନ ପାଳନ କଲେ । କାଲି ତାଙ୍କ ଜନ୍ମ ଦିନ ତାରା ତାରିଣୀ ସୀରିଏଲ୍ ର ଶୋର୍ଟିଂ ସେଟ୍ ରେ ଧୁମ୍ ଧାମରେ ପାଳନ କରିଛନ୍ତି । ଏହି ଜନ୍ମ ଦିନ ରେ ତାରା ତାରିଣୀ ଶୀରିଏଲ୍ ର ସମସ୍ତ କଳାକାର ଉପସ୍ଥିତ ଥିଲେ । ଆସନ୍ତୁ ଦେଖିବା କେମିତି ପାଳନ କଲେ ଜନ୍ମ ଦିନ ।
ଦର୍ଶକ ବନ୍ଦୁ ଆପଣ ଜାଣିଥିବେ ଗତ କିଛି ବର୍ଷ ହେବ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରାଜେଶ୍ୱରି କ୍ୟାନ୍ସର ରୋଗ ରେ ପୀଡ଼ିତ ଥିଲେ । ଏବେ ସେ କ୍ୟାନ୍ସର ରୁ ସୁସ୍ଥ ହେବା ପରେ ପୁଣି ଥରେ ଓଡ଼ିଆ ଧାରାବାହିକ ଜଗତକୁ ଫେରିଛନ୍ତି । ଦର୍ଶକ ବାନ୍ଦୁ ତେବେ ଆପଣ ମାନେ ରଜେଶ୍ବରି ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ ମାଧ୍ୟମ ରେ ଜାଣନ୍ତୁ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।