ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ କ୍ୟାନ୍ସର ରୁ ସୁସ୍ଥ ହେବାପରେ କେମିତି ପାଳନ କରିଛନ୍ତି ତାଙ୍କ ଜନ୍ମ ଦିନ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ। ଆସନ୍ତୁ ଜାଣିବା ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଜେଶ୍ୱରି କେମିତି ପାଳନ କରୁଛନ୍ତି ତାଙ୍କ ର ଜନ୍ମ ଦିନ । ଖବାରି ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଧାରାବାହିକ ଜଗତର ଜଣେ ନାମିଦାମୀ ଏବଂ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ରଜେଶ୍ଵରି । ଯାହାକି ଆଜି ହେଉଛି ରଜେଶ୍ୱରୀ ଙ୍କ ଜନ୍ମ ଦିନ ତେଣୁ ଆମ ପେଜ ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।

 

ତେବେ ଆସନ୍ତୁ ଦେଖିବା ଓଡ଼ିଆ ଧାରାବାହିକ ଜଗତର ଅଭିନେତ୍ରୀ ରଜେଶ୍ଵରୀ କେମିତି ତାଙ୍କର ଜନ୍ମ ଦିନ ପାଳନ କଲେ । କାଲି ତାଙ୍କ ଜନ୍ମ ଦିନ ତାରା ତାରିଣୀ ସୀରିଏଲ୍ ର ଶୋର୍ଟିଂ ସେଟ୍ ରେ ଧୁମ୍ ଧାମରେ ପାଳନ କରିଛନ୍ତି । ଏହି ଜନ୍ମ ଦିନ ରେ ତାରା ତାରିଣୀ ଶୀରିଏଲ୍ ର ସମସ୍ତ କଳାକାର ଉପସ୍ଥିତ ଥିଲେ । ଆସନ୍ତୁ ଦେଖିବା କେମିତି ପାଳନ କଲେ ଜନ୍ମ ଦିନ ।

 

ଦର୍ଶକ ବନ୍ଦୁ ଆପଣ ଜାଣିଥିବେ ଗତ କିଛି ବର୍ଷ ହେବ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରାଜେଶ୍ୱରି କ୍ୟାନ୍ସର ରୋଗ ରେ ପୀଡ଼ିତ ଥିଲେ । ଏବେ ସେ କ୍ୟାନ୍ସର ରୁ ସୁସ୍ଥ ହେବା ପରେ ପୁଣି ଥରେ ଓଡ଼ିଆ ଧାରାବାହିକ ଜଗତକୁ ଫେରିଛନ୍ତି । ଦର୍ଶକ ବାନ୍ଦୁ ତେବେ ଆପଣ ମାନେ ରଜେଶ୍ବରି ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ ମାଧ୍ୟମ ରେ ଜାଣନ୍ତୁ ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *