ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ମୁମ୍ବାଇ ରେ କେମିତି ଜୀବନ ଶୈଳୀ କାଟୁଛନ୍ତି ଏବଂ କଣ କରୁଛନ୍ତି…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଜାଣିବା ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ମୁମ୍ୱେଇ ଜୀବନ ଶୈଳୀ କେମିତି ରହିଛି । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଥିବେ ରାନିପଣ୍ଡ ଜଣେ ବିବାଦୀୟ ଅଭିନେତ୍ରୀ ତାହା ସହ ସେ ଜଣେ ସମାଜ ସେବି ମଧ୍ୟ । ରାଣୀ ପଣ୍ଡା ଖଣ୍ଡଗିରି ଯାତ୍ରା ରେ ବିବାଦ ହେଇ କିମ୍ବା ତାଙ୍କ ତୁଣ୍ଡ କୁ ନେଇ ହେଉ ଅବ ସମାଜ ସେବା କୁନେଇ ଅବା ସୋସିଆଲ ମିଡ଼ିଆ କୁ ନେଇ ସେ ସବୁବେଳେ ବିବାଦରେ ରହିଥାନ୍ତି । କିନ୍ତୁ ବହୁତ୍ ସପୋଟର୍ ଅଛନ୍ତି ଯାହା ତାଙ୍କ ସମାଜ ସେବା ଏବଂ ଖୋଲା କଥା କୁ ନେଇ ରାଣୀ ପଣ୍ଡା ଙ୍କୁ ଭଲ ପାଆନ୍ତି । କିନ୍ତୁ କିଛି ଦିନ ତଳେ ସେ ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲିଯାଇଛନ୍ତି କାରଣ ସେ ସବୁବେଳେ ବିବାଦରେ ରହି ରହି ଓଡ଼ିଶା ଛାଡ଼ିବାକୁ ବାଧ୍ୟ ହେଲେ । ତେବେ ଆସନ୍ତୁ ଜାଣିବା ସେ ମୁମ୍ବାଇରେ କେମିତି ଜୀବନ ଶୈଳୀ ରେ ରହିଛନ୍ତି ।

 

ରାଣୀ ପଣ୍ଡା ଓଡ଼ିଶା ଛାଡ଼ି ମୁମ୍ବାଇ ରେ ତାଙ୍କ ଅଭିନୟ ଜୀବନ ଆଉ ଥରେ ଆରମ୍ଭ କରିବାକୁ ଯାଉଛନ୍ତି। ଏବଂ ସେଠାରେ ସେ ବହୁତ୍ ଖୁସି ରେ ଅଛନ୍ତି । ସେ ସକାଳେ ବ୍ରେକ ଫାଷ୍ଟ୍ ପାଇଁ ଗୋଟେ ସୁନ୍ଦର ରେଷ୍ଟୁରାଣ୍ଟ କୁ ଆସିଛନ୍ତି ଏବଂ ସେଠାରେ ସେ ବହୁ ପ୍ରକାର ର ଖାଦ୍ୟ ର ମଜା ନେଉଛନ୍ତି । ଏବଂ ସମୁଦ୍ର କୂଳରେ ବୁଲୁଛନ୍ତି ଏବଂ ବହୁତ୍ ଖୁସି ଜଣା ପଡୁଚନ୍ତି । ସେ ଏକ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି । ଆସନ୍ତୁ ଦେଖିବା ଭିଡିଓ ଟି ରେ ରାଣୀ ପଣ୍ଡା କଣ କହୁଛନ୍ତି ଏବଂ କଣ କରୁଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *